Odisha Link
Bridging the Missing Links in Odisha

ଦଶପଲ୍ଲାରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ

ନୟାଗଡ : ଭାରସାମ୍ୟ ହରାଇ ୩ଟି ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ପଛକୁ ପଛ ପିଟି ହୋଇଛି ୩ଟି ବରଯାତ୍ରୀ ଗାଡି । ଦଶପଲ୍ଲା କାଳିଆପଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଏମାନେ କଣ୍ଟିଲୋରୁ ବାହାଘର ସାରି ଦଶପଲ୍ଲା ଫେରୁଥିଲେ । ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି

Comments are closed.