Odisha Link
Bridging the Missing Links in Odisha
Daily Archives

July 17, 2019

ଆଇସିଜେ ଆଜି ଶୁଣାଇବେ କୂଳଭୁଷଣ ମାମଲାର…

ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଅଧିକାରୀ କୂଳଭୁଷଣ ଯାଦବଙ୍କ ମାମଲାରେ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ବା ଆଇସିଜେରେ ଶୁଣାଣି ହେବ। କୂଳଭୁଷଣ ଯାଦବ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ ହୋଇ ରହିଛନ୍ତି। ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬ଟା୩୦ରେ କୋର୍ଟ ତାଙ୍କ ନିଷ୍ପତି ଶୁଣାଇବେ ବୋଲି ସୂଚନା ରହିଛି।…

ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ

ଭୁବନେଶ୍ୱର : ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିସିନ୍‌ ବିଭାଗର ଆଇସିୟୁରେ ରଖାଯାଇଛି। ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ…

+୨ ନାମ ଲେଖାପାଇଁ ଆଜି ଶେଷ ତାରିଖ

ଭୁବନେଶ୍ୱର : +୨ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ଆଜି ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍‌ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଛି । ବଳକା ରହିଥିବା ଆସନ ପାଇଁ ୨୦ ତାରିଖରେ ସ୍ପଷ୍ଟ ସିଲେକ୍‌ସନ ସହ ଯୋଗ୍ୟ ବିବେଚିତ…

ଥାନାରେ କନଷ୍ଟେବଳଙ୍କ ଦବଙ୍ଗଗିରି

ବଲାଙ୍ଗିର : ପୁଲିସ୍‌ କନଷ୍ଟେବଲଙ୍କ ଦବଙ୍ଗଗିରି ବଲାଙ୍ଗିରରେ ଦେଖିବାକୁ ମିଳିଛି । ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ବଲାଙ୍ଗିର ଟାଉନ୍ ଥାନାରେ ଏହି ଘଟଣା ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଏନେଇ ଥାନାରେ ଅଭିଯୋଗ କରିଛନ୍ତି।…

ଆଜିଠାରୁ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌

କଟକ : କଟକ ସହରରେ ବିଗୁଲ୍ ବାଜିବ ବହୁ ପ୍ରତୀକ୍ଷିତ ଆନ୍ତର୍ଜାତିକ ଟେବୁଲ ଚମ୍ପିଆନ୍‌ସିପ୍‌ର। ବୁଧବାରଠାରୁ ରୌପ୍ୟନଗରରୀର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ବୁଧବାର ସକାଳେ ଏହି ଚମ୍ପିଆନ୍‌ସିପ୍‌ର ଉଦ୍‌ଘାଟନ ହେବ ଏବଂ…

ଷଷ୍ଠ ପାଳି ପାଇଁ ଅଙ୍କକଷା,…

ଭୁବନେଶ୍ବର: ନବୀନଙ୍କ ପଞ୍ଚମ ପାଳିକୁ ଇତି ମଧ୍ୟରେ ଦେଢ ମାସ ପୁରି ସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ବିଧାୟକଙ୍କ ପରେ ସାଂସଦ ମାନଙ୍କୁ ଗରୁମନ୍ତ୍ର ଦେଇଛନ୍ତି। ପ୍ରତ୍ୟେକ ମାସରେ ରିପୋର୍ଟ ଦେବାକୁ କହିଛନ୍ତି ସୁପ୍ରିମୋ ନବୀନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସପ୍ତାହରେ ତାଙ୍କର ସବୁ…

ଆଜି ପାଟକୁରାରେ ନବୀନ କରିବେ ରୋଡ୍ ଶୋ

ଭୁବନେଶ୍ବର: ଆଜି ପାଟକୁରାରେ ପ୍ରଚାର କରିବେ ବିଜେଡ଼ି ସୁପ୍ରିମୋ ନବୀନ। ସାଧାରଣ ନିର୍ବାଚନବେଳେ ଯେଉଁ ଅତ୍ୟାଧୁନିକ ବସରେ ନବୀନ ପ୍ରଚାର କରୁଥିଲେ ସେହି ବସରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ବୋଲି ସୂଚନା ରହିଛି। ନବୀନ ପାଟକୁରା ନିର୍ବାଚନମଣ୍ଡଳୀର ଡେରାବିଶ, ଗରଦପୁର ଓ ମାର୍ଶାଘାଇ…