Odisha Link
Bridging the Missing Links in Odisha
Daily Archives

July 17, 2019

କଥାକାର

ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଗଳ୍ପ କଥାକାର ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ହାଡ଼ିବନ୍ଧୁ ମହାଖୁଡ଼ଙ୍କ ଗଳ୍ପ ବହି କଥା ହିଁ କଥା ଆମାଜନରେ ମଗାଇବା ପାଇଁ ଏଇଠି କ୍ଲିକ୍‌ କରନ୍ତୁ〉 ବାହାରେ ବର୍ଷ। । କାଳବୈଶାଖୀ ବର୍ଷ।। ବର୍ଷ। ଯେତିକି ବିଜୁଳି ଘଡ଼ଘଡ଼ି ତା’ ଠାରୁ ଅଧିକ। ଝରକାଟା ଖୋଲିଦେଇଛି। ଘରର…

ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ…

ଉଦଳା : ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି । ଉଦଳା ଥାନା ଅଞ୍ଚଳରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି ।…

ମହାରଥୀ-ପୂଜାରୀ କଥା କଟାକଟି : ବିଧାନସଭା

ଭୁବନେଶ୍ୱର : ବିଧାନସଭା ଗୃହରେ ଏବେ ଆଉ ଶାସକ ବିରୋଧୀ ମୁହାଁମୁହିଁ ହେଉ ନାହାଁନ୍ତି । ବରଂ ନିଜ ଦଳର ସଦସ୍ୟଙ୍କ ଦ୍ୱାରା ପଚରାଯାଉଥିବା ମନ୍ତ୍ରୀମାନଙ୍କ ଉପରେ ଭାରି ପଡ଼ୁଛି । ଗୃହ ଭିତରେ ପ୍ରଶ୍ନୋତ୍ତର କାଳ ଚାଲିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଓ ମନ୍ତ୍ରୀ…

ପାଟକୁରା ତାତି : ବିଧାନସଭା

ଭୁବନେଶ୍ୱର : ବୁଧବାର ବିଧାନସଭାରେ ପାଟକୁରା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଗୃହରେ ୨୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ଓ ବିଜେଡିର ୧୧୨ ବିଧାୟକଙ୍କ ମଧ୍ୟରୁ ୬୧ ଜଣ ଉପସ୍ଥିତ ଅଛନ୍ତି । ବାକି ବିଧାୟକ ଓ ମନ୍ତ୍ରୀ କୁଆଡେ଼ ଗଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ଶ୍ରୀ…

କର୍ଣ୍ଣାଟକ ରାଜନୀତି: ବାଚସ୍ପତି ନେବେ…

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କୁ ନେଇ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟରେ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ବାଚସ୍ପତି ନିଷ୍ପତି ନେବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଅନୁସାରେ, ବାଚସ୍ପତି ନିଷ୍ପତ୍ତି ନିଅନ୍ତୁ…

କେନ୍ଦ୍ରାପଡ଼ା ୮ ଘଣ୍ଟିଆ ବନ୍ଦ ଡାକରା

କେନ୍ଦ୍ରାପଡ଼ା : ଗୁଲାମୁଣ୍ଡାରେ ବ୍ୟବସାୟୀଙ୍କୁ ଗୁଳି ମାଡ଼ ଘଟଣାରେ ବୁଧବାର ଜିଲାବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖାଯାଇଛି। ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏହାକୁ ପ୍ରତିବାଦ କରି…

କୋଲକାତାରେ ୫ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର : କୋଲକାତା ଧୂଲାଗଡ଼ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୫ଜଣ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଏକ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଯାଜପୁର ଓ ଭଦ୍ରକ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ…

୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ…

କଟକ : ଆସନ୍ତା ଜୁଲାଇ ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିଚ ମାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି । ତିନି ହଜାର ନଅ ଶହ ପରୀକ୍ଷକଙ୍କୁ ଏଥିପାଇଁ ନିୟୋଜିତ…

ହାଇଟେକ୍ ଜମି ମାମଲା : କ୍ଷତିଗ୍ରସ୍ତଙ୍କୁ…

କଟକ : ହାଇଟେକ୍ ଜମି ଠକେଇ ମାମଲାରେ କ୍ଷତିଗ୍ରସ୍ତଙ୍କୁ ଜମା ଟଙ୍କା ମିଳିବ। ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ କଟକର ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହାଇଟେକ୍ କମ୍ପାନୀ ଦ୍ୱାରା ଠକେଇର ଶିକାର ହୋଇଥିବା ୨୧ ହଜାର ୭ ଶହ…

ପୁଲିସ୍ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ…

ଜୟପୁର : ଜୟପୁର ଟାଉନ ଥାନା ଅନ୍ତର୍ଗତ ହାତୀଶାଳ ଛକରେ ପୁଲିସ୍‌ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ କାବୁଲ୍‌ ଖରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଏନକାଉଣ୍ଟର…