Odisha Link
Bridging the Missing Links in Odisha
Daily Archives

July 17, 2019

ପାଟକୁରାରେ ଜମୁଛି ପ୍ରଚାର; ମୈଦାନରେ…

ପାଟକୁରା : ନିର୍ବାଚନ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଧ୍ୟାରେ ପ୍ରଚାର ସରୁଛି । ଦେଖିବାକୁ ଗଲେ କ୍ୟାମ୍ପେନିଂ ପାଇଁ ହାତରେ ମାତ୍ର ଦୁଇ ଦିନ। ଆଜି ପ୍ରଚାର ମୈଦାନକୁ ନିଜେ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସକାଳେ ସେ ପାଟକୁରା ଯାଇ ବିଜେଡି ପ୍ରାର୍ଥୀ…

ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମହତ୍ୟା…

ଭୁବନେଶ୍ୱର: ନବୀନ ନିବାସ ଆଗରେ ଆଜି ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହି ସମୟରେ ପୁଲିସ୍‌ ତାଙ୍କୁ…

ଫେସବୁକରେ ଅଶାଳୀନ ମନ୍ତବ୍ୟ, ପୁଲିସରେ…

ଭୁବନେଶ୍ବର: ଫେସବୁକ ମେସେଞ୍ଜରରେ ଜଣେ ବ୍ୟକ୍ତି ତାଙ୍କୁ ଅଶାଳୀନ ମନ୍ତବ୍ୟ ଲେଖିଛନ୍ତି ବୋଲି ଦର୍ଶାଇ ପୁଲିସରେ ଅଭିଯୋଗ କରିଛନ୍ତିି ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶା ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଏ ନେଇ ସେ ଓଡ଼ିଶା ପୁଲିସର କ୍ରାଇମ୍‌ ବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ କରିଛନ୍ତି।…

କଣ ବିରାଟ କୋହଲିଙ୍କୁ ଛାଡ଼ିବାକୁ ପଡିବ…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ଇତି ମଧ୍ୟରେ ଶେଷ ହୋଇସାରିଛି। ଇଂଲଣ୍ଡ ଦଳ ପ୍ରଥମ ଥର ବିଶ୍ବକପ୍‌ ବିଜୟୀ ହୋଇଛି। ଟିମ୍‌ ଇଣ୍ଡିଆ ସେମିଫାଇନାଲରେ ପରାଜିତ ହୋଇ ବିଶ୍ବକପରୁ ବାଦ ପଡିଥିଲା। ଟିମ୍‌ ଇଣ୍ଡିଆ ବିଶ୍ବକପରୁ ବିଦାୟ ନେଲା ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦକୁ ନେଇ ବେଶ ଚର୍ଚ୍ଚା ଚାଲିଛି।…

୫୧ ଲକ୍ଷ ଚାଷୀଙ୍କୁ ମିଳିଛି କାଳିଆ…

ଭୁବନେଶ୍ୱର : ରାଜ୍ୟରେ ମୋଟ ୫୧ ଲକ୍ଷ ୫୨୯୦ ଜଣ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବିଧାନସଭାରେ ବିଧାୟକ ଚନ୍ଦ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ, ୨୦୧୧ ଜନଗଣନାରେ ରାଜ୍ୟରେ ଚାଷୀଙ୍କ ସଂଖ୍ୟା ଥିଲା ୩୨, ୭୯, ୭୬୯ ।…

ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ମାଗଣା…

ଭୁବନେଶ୍ୱର : ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି…

ଚେନ୍ନାଇରୁ ୧୪ ସନ୍ଦିଗ୍ଧ ଆତଙ୍କବାଦୀ…

ଚେନ୍ନାଇ: ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ବିଦେଶରୁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗରେ ୧୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିମାନଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଜଣେ ୩୨ ବର୍ଷ ହେଲା…

ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଲେ…

ଭୁବନେଶ୍ୱର : ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ କାଜଗ ଫିଙ୍ଗିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲୁନଥିବା ଅଭିଯୋଗ କରି ଆଜି ଗୃହରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଚାଷୀ ସମସ୍ୟା ନେଇ ବିଜେପି…

କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍‌…

ନୂଆଦିଲ୍ଲୀ: ଗିରଫ ହେଲା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ହାଫିଜ୍ ସୟିଦ୍। ୨୬-୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍। ଲାହୋରରୁ ଗୁଞ୍ଜରାବାଲାକୁ ଯାଉଥିବା ବେଳେ ଗିରଫ ହୋଇଛି ହାଫିଜ୍। ସୂଚନା ମୁତାବକ, କାଉଣ୍ଟର ଟେରୋରିଜିମ୍ ସ୍କ୍ୱାଡ ହାଫିଜ୍ କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ପୂର୍ବରୁ…

ସାପକାମୁଡାରେ ୩ ମୃତ

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ବର୍ଷା ଦିନେ ବିଭିନ୍ନ ବିଷଧର ସାପ ବାହାରୁ ଥିବାରୁ ଲୋକେ ସର୍ପ ଦଂଶନର ଶିକାର ହେଉଛନ୍ତି । ତେବେ କେଉଁ…