Odisha Link
Bridging the Missing Links in Odisha

ନବୀନ ନିବାସ ଆଗରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ନବୀନ ନିବାସ ଆଗରେ ଆଜି ଜଣେ ଯୁବକ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ପ୍ରସଙ୍ଗକୁ ନେଇ ସମ୍ପୃକ୍ତ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଏହି ସମୟରେ ପୁଲିସ୍‌ ତାଙ୍କୁ ଅଟକାଇଥିଲା।ଯୁବକ ଜଣକ ପ୍ରତିକ୍ରିୟା ରଖି କହିଛନ୍ତି, ‘ଯଦି ଆଜି ଭିତରେ ରେଜଲ୍ଟ ପ୍ରକାଶ ନକରନ୍ତି, ତେବେ ମୁଁ ଆତ୍ମହତ୍ୟା କରିବି।’

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଯୁବକ ଜଣ ୨୦୦୮ରେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ।

Comments are closed.