Odisha Link
Bridging the Missing Links in Odisha

ସ୍କୁଲରେ ଫୁଟିଲା ବୋମା , ୨ ଛାତ୍ର ଗୁରୁତର

ଆସିକା : ଗଞ୍ଜାମ ଜିଲା ଆସିକାର ମାଗୁରା ଗାଁସ୍କୁଲରେ ଏକ ଶନିବାର ଏକ ଅଭାନୀୟ ଘଟଣା ଘଟିଛି। ମଧ୍ୟାନ ଭୋଜନ ବେଳେ ଗାଁ ସ୍କୁଲ ଭିତରେ ବିସ୍ଫୋରଣ ହୋଇ ୨ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି। ୨ ଗୁରୁତର ଛାତ୍ରଙ୍କୁ ଆସିକା ମେଡ଼ିକାଲରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର କିପରି ହେଲା ସେନେଇ କିଛି ସ୍ପଷ୍ଟ ହୋଇନଥିବା ସୂଚନା ମିଳିଛି।

Comments are closed.