Odisha Link
Bridging the Missing Links in Odisha
Daily Archives

July 20, 2019

କୁଆଡ଼େ ଗଲା ଓଡ଼ିଶା ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି। ବିଗତ ୨୦ ବର୍ଷ ଧରି…

ଶୀଲା ଦୀକ୍ଷିତଙ୍କ ବିୟୋଗରେ…

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଶ୍ରୀମତୀ ଦୀକ୍ଷିତ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶନିବାର ଅପରାହ୍ଣରେ ହୃଦଘାତରେ…

ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା…

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭ୍ରାମ୍ୟମାଣ କରୁଛି କ୍ଷମତା ଏକ୍ସପ୍ରେସ। ଏହା ରାଜ୍ୟର ଅପହଞ୍ଚ ଇଲାକାଗୁଡିକରେ ପହଞ୍ଚି କାର୍ଯ୍ୟକରୁଛି। ଏହା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନକୁ ସଶକ୍ତ ଓ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ଏହାର ନାମ ରଖାଯାଇଛି ‘କ୍ଷମତା…

ସଚିନ, ଲାରା ଓ ଗେଲ ଯାହ କରି ପାରିଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସୋଶିଆଲ ମିଡ଼ିଆରେ ଚ୍ୟାଲେଞ୍ଜ ଉପରେ ଚ୍ୟାଲେଞ୍ଜର ଝଡ଼ ସୃଷ୍ଟି ହେଉଛି। ସେହି ଚ୍ୟାଲେଞ୍ଜ ମଧ୍ୟରୁ ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜ ଅନ୍ୟତମ। କିଛି ଦିନ ତଳେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ଏହି ବଟଲ୍‌ କ୍ୟାପ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ତା…

ସ୍କୁଲ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ…

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶ। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆଜି ଶନିବାର ସକାଳୁଆ ସ୍କୁଲ…

ସରକାରୀ ତାଲିକାରୁ ହଟିଲା କଳିଙ୍ଗ…

ଭୁବନେଶ୍ୱର : ବିଧାୟକ ମୋହନ ମାଝୀଙ୍କୁ ଦୁର୍ବ୍ୟବହାର କରିବା କଳିଙ୍ଗ ହସ୍ପିଟାଲ ପାଇଁ ମହଙ୍ଗା ପଡ଼ିଛି। ଅନ୍ୟାଦେଶ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲକୁ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ଦିଆଯାଇଛି। ଦୁର୍ବ୍ୟବହାର କରୁଥିବା ୪ ଜଣିଆ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଏପରି ନିଷ୍ପତ୍ତି…

ଶୀଲା ଦୀକ୍ଷିତଙ୍କ ବିୟୋଗରେ…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ। ସେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଖବର ପାଇ ଶୋକ ପ୍ରକାଶ କରିଛନ୍ତି। ଏଥି ସହ ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା…

ପରଲୋକରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ। ସେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ୩ ଥର ବା ସବୁଠାରୁ ଅଧିକ ସମୟ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି। ଏତଦ୍‌ବ୍ୟତୀତ ୨୦୧୪ ମସିହାରେ ସେ…

ପୋତା ଯାଇଥିବା ଶବକୁ ବାହାର କଲା ପୁଲିସ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଗତ ୪ ଦିନ ତଳେ ମାଟିରେ ପୋତାଯାଇଥିବା ଏକ ଶବକୁ ଖୋଳି ପୋଲିସ ବ୍ୟବଚ୍ଛେଦ କରିଛି। ମୃତ ଶବ ଉମରକୋଟ୍ ବ୍ଲକ ପଦିଆଗୁଡ଼ା ଗ୍ରାମର କିଶୋର ମାଝୀଙ୍କର ବୋଲି ଜଣାପଡ଼ିଛି। ଗତ ୪ ଦିନ ତଳେ ୧୮ ବର୍ଷୀୟ କିଶୋର ମାଝୀଙ୍କର ମୃତ୍ୟୁ ହୋଇଥିଲା। ସାପ କାମୁଡ଼ିବା ଯୋଗୁ…

୬ ରାଜ୍ୟର ରାଜ୍ୟପାଳ ବଦଳିଲେ

ନୂଆଦିଲ୍ଲୀ: ଆଜି ପୁଣି ଥରେ ଦେଶର ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି କେନ୍ଦ୍ର ମଧ୍ୟପ୍ରଦେଶ , ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ନାଗାଲାଣ୍ଡ ରାଜ୍ୟରେ ୬ଜଣ ରାଜ୍ୟପାଳଙ୍କୂୁ ନିଯୁକ୍ତି ଦିଆଯାଇଛି। ମଧ୍ୟ ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ୍‌ଙ୍କୁ ଉତ୍ତର…