Odisha Link
Bridging the Missing Links in Odisha
Daily Archives

July 20, 2019

ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ…

ବିଜୟୱାଡ଼ା : ଆନ୍ଧ୍ର ରାଜ୍ୟପାଳ ଭାବେ ୨୪ରେ ଶପଥ ନେବେ ବିଶ୍ବଭୂଷଣ ହରିଚନ୍ଦନ। ସେଦିନ ପୂର୍ବାହ୍ନ ସାଢ଼େ ୧୧ଟାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଚାଗରାଇ ପ୍ରବୀଣ କୁମାର ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱଭୂଷଣଙ୍କୁ ଶପଥ ପାଠ କରାଇବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି। ବିଶ୍ୱଭୂଷଣ ୨୩ରେ…

ନୟାଗଡ଼ରୁ ମହିପୁର ଯାଏ ଗଡ଼ିଲା ରେଳ…

ନୟାଗଡ଼: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ କାର୍ଯ୍ୟ। ନୟାଗଡ଼ରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ପର୍ଯ୍ୟନ୍ତ ଟ୍ରାଏଲ ଇଞ୍ଜିନ ଗଡ଼ିଛି। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିଛି ରେଳ ଇଞ୍ଜିନ।ଏହି…

କୁନି ଝିଅ ପାଇଁ ରକ୍ତ ଦେଲେ ଯାଜପୁର…

ଯାଜପୁର: ଆଜି ପାଟକୁରା ନିର୍ବାଚନ। ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ। ସମସ୍ତଙ୍କ ନଜର ଏବେ ପାଟକୁରା ଉପରେ ଥିବା ବେଳେ ଏକ ମହତ କାର୍ଯ୍ୟ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏକ ୭ ବର୍ଷର କୁନି ଝିଅକୁ ରକ୍ତ ଦେଇ ବଞ୍ଚେଇଛନ୍ତି ବିଧାୟକ। ଯାଜପୁର ଆଙ୍କୁଲା ଗ୍ରାମର ବର୍ଷା ମଲ୍ଲିକ…

ବଡ଼ଚଣା: ହଠାତ କଲେଜରେ ପହଞ୍ଚିଲେ…

ଯାଜପୁର: ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଚକିତ କରି ଅଚାନକ ଆଜି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଯାଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। କୌଣସି ପୂର୍ବସୂଚନା ନ ଦେଇ ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ବଡ଼ଚଣାରେ ଥିବା ବିଷ୍ଣୁ ସାମନ୍ତରାୟ…

ପାଟକୁରା ଭୋଟ : ୧ଟା ସୁଦ୍ଧା ୪୨% ମତଦାନ

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଜାରି ରହିଛି । ତେବେ ଗୋଟିଏ ସୁଦ୍ଧା ୪୨% ମତଦାନ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ % ମତଦାନ ହୋଇଥିବାବେଳେ ଦିନ ୧୧ଟା ସୁଦ୍ଧା ୨୬% ମତଦାନ ହୋଇଥିଲା…

ମତଦାନ ସାବ୍ୟସ୍ତ କଲେ ବିଜେଡି-ବିଜେପିର…

କେନ୍ଦ୍ରାପଡ଼ା : ଆଜି ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନରେ ପଡୁଛି ଭୋଟ୍ । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟାରେ କାଁ ଭାଁ କେତୋଟି ସ୍ଥାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଭୋଟିଂ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ସୁରୁଖୁରରେ ନିଜ ମତ ସାବ୍ୟସ୍ତ କରୁଛନ୍ତି ମତାଦାତା ।…

ଚନ୍ଦ୍ରପୃଷ୍ଠରେ ମଣିଷ, @୫୦

ନୂଆଦିଲ୍ଲୀ: ଆଜିର ଦିନରେ ୫୦ ବର୍ଷ ତଳେ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଥ ଥାପିଥିଲା ମଣିଷ। ୧୯୬୯ ମସିହା ଜୁଲାଇ ୨୦ରେ ନାସାର ‘ଆପୋଲୋ ୧୧’ ମିଶନ ସଫଳ ହୋଇଥିଲା। ଏହି ମିଶନ ମାଧ୍ୟମରେ ଆମେରିକା ପ୍ରଥମ ଥର ପାଇଁ ଚନ୍ଦ୍ରକୁ ମଣିଷ ପଠାଇବାରେ ସଫଳ ହୋଇଥିଲା। ଦୀର୍ଘ ୫୦ ବର୍ଷ ପରେ ବି ଆଜି ବି ଏହି ସ୍ମୃତି…

ବିଧାନସଭା : ୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶନିବାର ଗୃହକୁ ୩ଟା ଯାଏଁ ମୁଲତବି କରିଛନ୍ତି । ସବୁ ବିଶ୍ୱବିଦ୍ୟାଳୟ ଆକାଉଣ୍ଟ ଅଡିଟ ରିପୋର୍ଟ ଗୃହରେ ଉପସ୍ଥାପନ କରିବାକୁ ଦାବି କରି କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏନେଇ ମନ୍ତ୍ରୀଙ୍କ ଉତ୍ତର ନଚେତ…

ପୁରୀ, କଟକ ଓ ଭୁବନେଶ୍ବରରେ ଚାଲିବ…

ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ର ହୋଇଥିଲା । ୨୧ଟି ଜିଲ୍ଲାର ୩୯୨ ଗାଁରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୨୩.୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା…

ମାମୁଁଙ୍କୁ ମାରିଦେଲା ଭାଣିଜୀ

ବାଲେଶ୍ୱର: ଭାଣିଜୀର କାଠ ଫାଳିଆ ମାଡ଼ରେ ମାମୁଁର ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଚାନ୍ଦିପୁର ଥାନା ସାହାଦା ଗ୍ରାମରେ ଏହି ଅଘଟଣ ଘଟିଛି । ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଭାଣିଜୀକୁ ଗିରଫ କରିଛି । ସୂଚନା ଅନୁସାରେ, ବିଭିନ୍ନ କାରଣରୁ ଉଭୟ ମାମୁଁ ଓ ଭାଣିଜୀଙ୍କ ମଧ୍ୟରେ ପାଟିତୁଣ୍ଡ…