Odisha Link
Bridging the Missing Links in Odisha

ସହିଦ ଦିବସ ମାଓ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମୃତି ସ୍ତମ୍ଭ

ମାଲକାନଗିରି : ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଯାଏ ସି ପି ଏଇ ମାଓବାଦୀ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ପ୍ରଥମ ଥର ପାଇଁ ମାଓବାଦୀଙ୍କ ବଦଳରେ ମାଓ ହିସାଂର ଶିକାର ହୋଇଥିବାବ୍ୟକ୍ତିଙ୍କ ପାଇଁ ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ର କରୁକୋଣ୍ଡା ଗ୍ରାମରେ ସ୍ମୃତି ସ୍ତମ୍ଭକୁ ଧଳା ରଙ୍ଗ କରାଯାଇଛି । ଏହା ସହ ମାଓ ହିସାଂର ଶିକାର ଲୋକଙ୍କ ନାମ ଏଥିରେ ଉଲ୍ଲେଖ ରହିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଚିତ୍ରକୋଣ୍ଡା ସ୍ୱାଭିମାନ ମାନ ଅଞ୍ଚଳ ଠାରୁ ମାତ୍ର ୧୦ କି. ମି ଦୂର ଆନ୍ଧ୍ରପ୍ରଦେଶର କରୁକୋଣ୍ଡା ଗ୍ରାମରେ ମାଓବାଦୀଙ୍କ ବିରୋଧରେ ଏଥିରେ ବିଭିନ୍ନ ସ୍ଲୋଗାନ ଉଲ୍ଲେଖ କରାଯାଇଛି ।

Comments are closed.