Odisha Link
Bridging the Missing Links in Odisha
Daily Archives

July 29, 2019

ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ନେଇ…

ଭୁବନେଶ୍ୱର : ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ରାଜ୍ୟ ସରକାର ଗାନ୍ଧିଙ୍କ ଜୟନ୍ତୀ ପାଳନ ପାଇଁ କମିଟି ଗଠନ କରିଥିଲେ। ଏଇ କମିଟି କିଛି…

ଆସନ୍ତା ବର୍ଷ ଖୋଲିବ ଆର୍‌ଏସ୍‌ଏସ୍‌ର…

ନୂଆଦିଲ୍ଲୀ : ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି ଆର୍‌ଏସ୍‌ଏସ୍‌ର ଏଜୁକେସନାଲ ଓ୍ୱିଙ୍ଗ ବିଦ୍ୟା ଭାରତୀ ପରିଚାଳନା କରିବ । ଇଂରାଜୀ ଖବର କାଗଜ…

ଓଡ଼ିଶାରେ ବୃଦ୍ଧି ପାଉନି ବାଘ ସଂଖ୍ୟା

ଭୁବନେଶ୍ୱର : ସାରା ଦେଶରେ ଗତ ୪ ବର୍ଷରେ ବାଘ ସଂଖ୍ୟା ୭୪୧ ବୃଦ୍ଧି ପାଇଥିବା ସତ୍ତ୍ୱେ ଓଡ଼ିଶାରେ ଏହା ସ୍ଥିର ରହିଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ୪ ବର୍ଷରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଆଦୌ ବୃଦ୍ଧି ପାଇ ନାହିଁ। ୨୦୧୪ରେ ରାଜ୍ୟରେ ବାଘଙ୍କ ସଂଖ୍ୟା ୨୮ ଥିବା ବେଳେ ୪ ବର୍ଷ ପରେ ୨୦୧୮…

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ବର : ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏଣିକି ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ପାଣ୍ଡିଆନ । ପୂର୍ବପରି…

ରାଜ୍ୟର ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଏହାରି ଭିତରେ ୩ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି । ୨୪ ଘଣ୍ଟା ଭିତରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର…

ରାଜ୍ୟର ୬୦ ପ୍ରତିଶତ ଅଦାଲତରେ ନାହିଁ…

ନୂଆଦିଲ୍ଲୀ: ସାରା ଦେଶରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ବାରା ଶୌଚାଳୟ ନିର୍ମିତ ହେଉଛି। ଅପରପକ୍ଷେ ଦେଶର ଥିବା ୧୬ ହଜାର ଅଦାଲତ ମଧ୍ୟରୁ ୧୫ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଗତ…

ମାଡ଼ି ବସିଲେ ମହିଳା କନଷ୍ଟେବଳ

କଟକ : କଟକ ଯୋବ୍ରା ରୋଡରେ ସୋମବାର ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି । ଭୁଲ ଲୋକ ଠାରୁ ଚେନ ଝିଙ୍କି ଜଣେ ଲୁଟେରା ଛେଚା ଖାଇଛି । ଜଣେ ମହିଳା କନଷ୍ଟେବଳଙ୍କ ବେକରୁ ଲୁଟେରା ଜଣକ ଚେନ ଲୁଟ ଉଦ୍ୟମ କରୁଥିବାବେଳେ ସମ୍ପୃକ୍ତ କନଷ୍ଟେବଳ ତାଙ୍କୁ ମାଡ଼ି ବସିଥିଲେ । ଲୁଟେରା ଜଣକ ମାଲଗୋଦାମ ଥାନାର ଜଣେ…

କର୍ଣ୍ଣାଟକ: ଆସ୍ଥା ଭୋଟରେ ଆସ୍ଥା ଜିଣିଲେ…

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକ ରାଜନୀତିରେ ଲାଗିରହିଥିବା ନାଟକର ଯବନିକା ପଡ଼ିଛି। କାରଣ ଆସ୍ଥା ଭୋଟରେ ବାଜିମାତ କରିଛି ୟେଦ୍ୟୁରୁପ୍ପାଙ୍କ ସରକାର। ଆଜି ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେଆର…

ନରସିଂହ-ବିଷ୍ଣୁ କଥା କଟାକଟି

ଭୁବନେଶ୍ୱର : ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । ଏକ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଛି । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ସମ୍ପର୍କରେ ଆଲୋଚନା ବେଳେ ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ…

ବ୍ରାଉନସୁଗାର ମାଫିଆ ଗିରଫ

ପାରାଦୀପ : କୁଜଙ୍ଗ ପୋଲିସକୁ ମିଳିଲା ବଡ଼ ସଫଳତା । ଦୁଇ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘଦିନ ହେବ ପାରାଦୀପ ଓ ତାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର ବେପାର ବେଧଡ଼କ ଭାବେ ଚାଲୁଥିବାବେଳେ କୁଜଙ୍ଗ ପୋଲିସ ଏହି ବେପାରୀ ମାନଙ୍କ ଉପରେ ନଜର ରଖି ଆସୁଥିଲା। ତେବେ ଗତକାଲି…