Odisha Link
Bridging the Missing Links in Odisha
Daily Archives

July 29, 2019

ଆସନ୍ତା ସପ୍ତାହ ଯାଏଁ ସାରା ଓଡ଼ିଶାରେ…

ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ସପ୍ତାହ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଆଶା କରାଯାଉଛି । ଏହି ବର୍ଷାରେ…

ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ବର: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଜିଆଇ ଯୁଦ୍ଧରେ ବିଜୟୀ ହୋଇଛି ଓଡ଼ିଶାର ରସଗୋଲା। ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ (ଜିଆଇ) ମିଳିଛି। ଭାରତ ସରକାରଙ୍କ ଶିଳ୍ପ ଓ ଅନ୍ତର୍ଦେଶୀୟ ବ୍ୟବସାୟ ପ୍ରୋତ୍ସାହନ ବିଭାଗ ଅଧୀନ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଇଣ୍ଡିଆ ପକ୍ଷରୁ ଆଜି ଓନିଶାର ରସଗୋଲାକୁ…

ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ…

ଭୁବନେଶ୍ବର : ରାଜ୍ୟର ସମସ୍ତ କଲେଜରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠପଢା । ପ୍ରଥମ କରି ସ୍କୁଲ ଛାଡି କଲେଜରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ । ସେଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ପ୍ରଥମ ଦିନ କ୍ଲାସ କରିବାକୁ ସକାଳୁ ରାଜଧାନୀର ବିଭିନ୍ନ କଲେଜରେ…

ତିନି ଦିନିଆ ଓଡିଶା ଗସ୍ତରେ ନେପାଳର…

ଭୁବନେଶ୍ବର : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଲୋକେନ୍ଦ୍ର ବାହାଦୂର ଚାନ୍ଦ ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏକ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଭୁବନେଶ୍ବର ଆସିଥିବା ଜଣାପଡିଛି । ଆଜି ସକାଳ ୧୧ଟାରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଓଡିଶା…

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା…

ପୁରୀ : ଆଜି ପରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ଗଜପତି ଦିବ୍ୟସିଂହ ଦେବ । ଗତ ରଥଯାତ୍ରା ପରିଚାଳନା ଏବଂ ଶ୍ରୀମନ୍ଦିର ବ୍ୟୟ ନେଇ ବୈଠକରେ ସମୀକ୍ଷା କରାଯିବ । ସ୍ନାନ…

ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ, ପଢ଼ନ୍ତୁ…

ଡେରାଡୁନ୍: ଜୀବଜଗତର ସବୁ ପଶୁପକ୍ଷୀ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଲ ଛାଡ଼ନ୍ତି ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏ ବୈଜ୍ଞାନିକ ତତ୍ତ୍ବକୁ ମାନିବାକୁ ନାରାଜ। ତାଙ୍କ ମତରେ ଗାଈ ହେଉଛି ଏକମାତ୍ର ଜନ୍ତୁ ଯିଏ ନିଶ୍ବାସରେ ଅମ୍ଲଜାନ ଛାଡ଼ିଥାଏ। ରବିବାର ଦିନ…

ଦେଶୀ ମଦ ବିକ୍ରି ନେଇ ଗୃହରେ ଉଦବେଗ

ଭୁବନେଶ୍ୱର: ରାଜ୍ୟରେ ଅବାଧ ଦେଶୀ ମଦ ବିକ୍ରିକୁ ନେଇ ସୋମବାର ଗୃହରେ ଉଦବେଗ ପ୍ରକାଶ ପାଇଛି । ମାଲକାନାଗିରି ସମେତ ବିଭିନ୍ନ ଜିଲ୍ଲାରେ ଦେଶୀ ମଦ ବିକ୍ରି ହେଉଛି । କିଛି ସ୍ଥାନରେ ଦେଶୀ ମଦରେ ୟୁରିଆ ମିଶାଯାଉଥିବା ନେଇ ଅଭିଯୋଗ ହେଉଛି । ୟୁରିଆ ମିଶା ମଦ ପିଇ ଲୋକଙ୍କ କିଡନୀ ଖରାପ ହେଉଥିବା ଅଭିଯୋଗ କରି…

ଚାକିରିରୁ ଇସ୍ତଫା ଦେଲେ ୬ ଜଣ ଶିକ୍ଷକ

କୋରାପୁଟ   : ଜାଲ ଶିକ୍ଷାଗତ ସାର୍ଟିଫିକେଟ୍ ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ତନାଘନା ପରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାନିଆଁ ହୋଇଯାଇଛନ୍ତି । କୋରାପୁଟ ଜିଲ୍ଳାର ୬ ଜଣ ଶିକ୍ଷକଶିକ୍ଷୟିତ୍ରୀ ହଠାତ୍‌ ଚାକିରିରୁ ଇସ୍ତଫା…

କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର

କାଶୀପୁର: ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଣସଗୁଡା ଉପର ସାହିରେ ଘର କାନ୍ଥ ଭାଙ୍ଗି ପଡି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନିୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ପାଦ୍ରୀଙ୍କ ପାଗଳାମୀ: ମା’…

ସାଇପ୍ରସ୍: ବିଭିନ୍ନ ଧର୍ମଗୁରୁ ବା ବାବା ବା ତଥାକଥିତ ସାଧୁସନ୍ଥ ଭିନ୍ନ ଭିନ୍ନ ସମୟରେ ଧର୍ମ ନାମରେ ଅଯଥାର୍ଥ, ଅବୈଜ୍ଞାନିକ ଓ ଜନବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସନ୍ତି। ଭାରତରେ ବହୁ ରାଜନେତା ବି ଏଭଳି ହାସ୍ୟାସ୍ପଦ ମନ୍ତବ୍ୟ ଦେବାର ନଜିର ରହିଛି। ଗାଈ ଅମ୍ଲଜାନ ଛାଡ଼େ ବୋଲି ହିନ୍ଦୁ ବାବା କହିଲେଣି…