Odisha Link
Bridging the Missing Links in Odisha

ବିପଦ ସଙ୍କେତ ଉପରେ ବଂଶୀଧାରା ନଦୀ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ବିପଦ ସଙ୍କେତ ଉପରେ ବଂଶଧାରା ନଦୀ ଜଳସ୍ତର ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୮୪ମିଟର ଥିବା ବେଳେ ବର୍ତ୍ତମାନ ୮୪.୪୫ମିଟର ପାଣି ପ୍ରବାହିତ ହେଉଛି।
ଗୁଡାରିର ନଈକୁଳିଆ ଅଞ୍ଚଳରେ ବନ୍ଧା ହୋଇଥିବା ୭୦ରୁ ଅଧିକ ଗାଈ ପାଣିରେ ଭାଷି ଯାଇଥିବା ସୂଚନା ମିଳିଛି। ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଲୋକେ ଆ

Comments are closed.