Odisha Link
Bridging the Missing Links in Odisha
Daily Archives

August 7, 2019

୧୧ ଜିଲ୍ଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନ୍‌ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି,…

କନ୍ଧମାଳରେ ପ୍ରତିଷ୍ଠା ହେବ ଜାତୀୟ ଖାଦ୍ୟ…

ନୂଆଦିଲ୍ଲୀ: କନ୍ଧମାଳ ହଳଦୀ ବିଶ୍ବ ପ୍ରସିଦ୍ଧ। ତାକୁ ଆହୁରି କିଭଳି ବ୍ୟାପକ ଭାବରେ ବିଶ୍ବ ସ୍ତରରେ ପହଞ୍ଚେଇବାକୁ ପଡ଼ିବ ସେଥିପାଇଁ ଅଣ୍ଟାଭିଡ଼ିଛନ୍ତି କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ। ଏଥିସହିତ କନ୍ଧମାଳର ସାମଗ୍ରିକ ବିକାଶ ସହ କନ୍ଧମାଳବାସୀଙ୍କ ଆର୍ଥିକ ତଥା ସାମାଜିକ ଅଭିବୃଦ୍ଧି ନେଇ…

ଧାନ ସଂଗ୍ରହରେ ସାମିଲ ହେଲେ ମହିଳା ସ୍ୱୟଂ…

ଭୁବନେଶ୍ବର : ରାଜ୍ୟରେ ମିଶନ ଶକ୍ତି ଅଧିନରେ ସ୍ବୟଂ ସହାୟକ ଗୋଷ୍ଠିମାନ ବିଭିନ୍ନ କାର୍ଯ୍ୟରେ ପାରଦର୍ଶିତା ଦେଖାଇ ଆସିଛନ୍ତି। ଖାଲି ସେତିକି ନୁହେଁ ବରଂ ଦେଶବ୍ୟପୀ ଆର୍ଥୀକ ବିକାଶରେ ମଧ୍ୟ ଏହି ଗୋଷ୍ଠି ମାନଙ୍କର ରହଛି ବେଶ୍ ଗୁରୁତ୍ବ ପୁର୍ଣ୍ଣ ଭୂମିକା। ପୂର୍ବରୁ ଏଲିଡ ବଲ ତିଆରି, ବିଜୁ ଗାଁ ଗାଡ଼ି…

ପଞ୍ଚଭୂତରେ ଲୀନ ହେଲେ…

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ସୁଷମା। ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୁଧବାର ଅପରାହ୍ଣରେ ଲୋଧୀ ରୋଡସ୍ଥିତ ଶ୍ମଶାନରେ ତାଙ୍କୁ ଶେଷ ବିଦାୟ ଦିଆଯାଇଛି। ତାଙ୍କ ଅପରାହ୍ଣ ୩ଟାରେ ଅଶୋକ…

ନଦୀ ପାର ହେଉଥିବା ବେଳେ ଭାସିଗଲେ ଦୁଇ…

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଟୁଜେର ନଦୀରେ ଭାସି ଦୁଇ ଜଣ ନିଖୋଜ ହୋଇଯାଇଛନ୍ତି। ନଦୀପାର ହୋଇ ଯାଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ। ନିଖୋଜ ଯୁବକ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ବୋଲି ଜଣାପଡିଛି। ଘୁଷୁରି ଆଣିବାକୁ ନଦୀ ପାର ହୋଇ ଗାଁକୁ ଯାଉଥିବା ବେଳେ ଭାସିଯାଇଛନ୍ତି…

ପାକିସ୍ତାନରେ ‘ଅଖଣ୍ଡ…

ଇସଲାମାବାଦ: ଭାରତ ସରକାର ଧାରା ୩୭୦ ଉଚ୍ଛେଦ କଲେ କିନ୍ତୁ ଏ ନିଷ୍ପତ୍ତିରେ ପାକିସ୍ତାନ ଛାନିଆ। ଅପରପକ୍ଷେ ପାକିସ୍ତାନରେ ଅଖଣ୍ଡ ଭାରତର ପୋଷ୍ଟର ଲାଗିଥିବା ଫଟୋ ଏବେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ। ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦର ଦିନକ ପରେ ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦର…

ଅନ୍ତିମ ଯାତ୍ରାରେ ସୁଷମା

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ସୁଷମା। ଆଉ ଅଳ୍ପ ସମୟ ପରେ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ…

ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ…

ଭୁବନେଶ୍ବର: ରାଜ୍ୟ ପୁଲିସ୍ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇବା ପରେ ତାଙ୍କ…

ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା

କଳାହାଣ୍ଡି : କଳାହାଣ୍ଡିରେ ଲଗାଣ ବର୍ଷାରେ ଲାଞ୍ଜିଗଡ ବ୍ଲକର କିଛି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲାଞ୍ଜିଗଡ-ଆମ୍ବାଦୋଳା ରାସ୍ତା ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି। ଚମ୍ପାଇଦେଇପୁର ପଚାଂୟତ ଚନ୍ଦନପୁରରେ ପାଣି ପଶିଯାଇଛି। ଫଳରେ ବୁନ୍ଦେଲ, କଂସାରୀ, ବନ୍ଧଗୁଡ଼ା, କପାଗୁଡା, ରେଗୋଂପାଲି…

କମିଲା ରେପୋ ରେଟ୍, ଶସ୍ତା ହେବ ଗୃହଋଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍‌ କମାିଛି। ଆରବିଆଇର ମୁଦ୍ରା ନୀତି ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୫ ବେସିସ୍ ପଏଣ୍ଟ ହ୍ରାସ ହୋଇଛି। ଫଳରେ ପୂର୍ବରୁ ଥିବା ରେପୋ ରେଟ୍‌ ୫.୭୫%ରୁ ଖସି ଆସି ୫.୪୦% ରହିଛି। ଏହାଦ୍ବାରା ଦେଶର ଜନସାଧାରଣ…