Odisha Link
Bridging the Missing Links in Odisha
Daily Archives

August 7, 2019

୨୨ଟି ପ୍ରକଳ୍ପର ଶୁଭାରମ୍ଭ କଲେ…

ଭୁବନେଶ୍ବର : ରାଜ୍ୟ ସଚିବାଳୟରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୧୦ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସପ୍ତମ ପର୍ଯ୍ୟାୟରେ ମୋଟ୍ ୨୨ଟି ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏଥିପାଇଁ ମୋଟ୍ ୪ ହଜାର ୪୬୧…

ସୁଷମା ସ୍ବରାଜ: ପ୍ରବାସୀ ଭାରତୀୟଙ୍କ…

ନୂଆଦିଲ୍ଲୀ: ସୁଷମା ସ୍ବରାଜ ନାମ ଟି କାହାକୁ ବି ଅଜଣା। ନାମ ଯେମିତି କାମ ବି ଠିକ୍‌ ସେମିତି। ସୁଷମାଙ୍କ ଶେଷ ନାମଟି ସ୍ବରାଜ ଏବଂ ସେ ସଦାବେଳେ ସ୍ବରାଜ୍ୟ ପାଇଁ କାର୍ଯ୍ୟ କରିଥାନ୍ତି। ଗତକାଲି ରାତିରେ ୬୭ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ୍‌ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା। ତେବେ ସୁଷମାଙ୍କ ସହ…

ନଦୀରେ ଭାସିଗଲେ ଯୁବକ

କଳାହାଣ୍ଡି : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାର ତୁଜେର ନିକଟରେ ପ୍ରବାହିତ ପେଟଫୁଲା ନଦୀରେ ଭାସିଯାଇ ବୁଧବାର ଜଣେ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି। ନିଖୋଜ ଯୁବକ ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ କାଠକୁରା ଗ୍ରାମର ସନାତନ ମାଝି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ…

୧ କୋଟି ୩୦ ଲକ୍ଷ ପିଲାଙ୍କୁ ଦିଆଯିବ…

ଭୁବନେଶ୍ବର : ଚଳିତ ବର୍ଷ ରାଜ୍ୟର ୧ କୋଟି ୩୦ ଲକ୍ଷ ପିଲାଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ। ୧ ରୁ ୫ ବର୍ଷ ପିଲାଙ୍କ ନିମନ୍ତେ ଅଙ୍ଗନାବାଡ଼ି କେନ୍ଦ୍ର ଏବଂ ୬ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟରେ କୃ୍ମିନାଶକ ଔଷଧ ଆଲବେନଡାଜୋଲ ବଟିକା ପ୍ରଦାନ କରାଯିବ। ଏହି ସାମୁହିକ ଔଷଧ ବଣ୍ଟନ…

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ…

ଭୁବନେଶ୍ୱର : ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ। ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ବୋର୍ଡ ସଭାପତି। ମାଟ୍ରିକ ସପ୍ଲିମେଣ୍ଟାରୀ ପାସ ହାର ୪୩.୬୨ ହୋଇଛି । ଓପନ ସ୍କୁଲରେ ପାସ ହାର ୬୩.୪୪ ପ୍ରତିଶତ ବୋଲି ଜଣାଯାଇଛି।

ସୁଷମାଙ୍କ ବିଷୟରେ କଣ କହିଲେ ଲାଲକୃଷ୍ଣ…

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନି ସୁଷମାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ଅପୂରଣୀୟ କ୍ଷତି ଘଟିଲା ଏବଂ ସୁଷମାଙ୍କ ଅନୁପସ୍ଥିତି ତାଙ୍କର ଖୁବ୍‌ ମନେପଡ଼ିବ। ସୁଷମା ତାଙ୍କର ଅନ୍ୟତମ ଅନ୍ତଃରଙ୍ଗ ସହଯୋଗୀ ଥିଲେ ବୋଲି ଶୋକବାର୍ତ୍ତାରେ ସେ କହିଛନ୍ତି। ସେ…

ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ…

ସୋର : ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ମାଣିପୁର ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଭାଙ୍ଗି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ ମେସିନ ଭଙ୍ଗାରୁଜା କରିବା ସହ ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନଥିବା…

ମୋହର ମାରିଲେ ରାଷ୍ଟ୍ରପତି, ଧାରା ୩୭୦…

ନୂଆଦିଲ୍ଳୀ: ଆଜି ଜମ୍ମୁ କାଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି। ଆଜିଠାରୁ ଉଛେଦ ହେବ ଧାରା ୩୭୦ ଏବଂ ଲାଗୁ ହେବ ନୂଆ ଆଇନ। ଧାରା ୩୭୦ ଉଚ୍ଛେଦ ପାଇଁ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ଏବେ ବିଧିବଦ୍ଧ ଭାବେ ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟକୁ ୨ଟି…

ବିପଦ ସଙ୍କେତ ଉପରେ ବଂଶୀଧାରା ନଦୀ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁରରେ ମଧ୍ୟ ବିପଦ ସଙ୍କେତ ଉପରେ ବଂଶଧାରା ନଦୀ ଜଳସ୍ତର ପ୍ରବାହିତ ହେଉଛି। ଏଠାରେ ବିପଦ ସଂଙ୍କେତ ୮୪ମିଟର ଥିବା ବେଳେ ବର୍ତ୍ତମାନ ୮୪.୪୫ମିଟର ପାଣି ପ୍ରବାହିତ ହେଉଛି। ଗୁଡାରିର ନଈକୁଳିଆ ଅଞ୍ଚଳରେ ବନ୍ଧା ହୋଇଥିବା ୭୦ରୁ ଅଧିକ ଗାଈ ପାଣିରେ ଭାଷି ଯାଇଥିବା ସୂଚନା…

ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ…

ନୂଆଦିଲ୍ଲୀ: ପରଲୋକରେ ବିଜେପି ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ। ଗତକାଲି ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି। ଏ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବହୁ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ…