Odisha Link
Bridging the Missing Links in Odisha
Daily Archives

August 7, 2019

ଗଜପତି ଜିଲ୍ଲାରେ ବନ୍ୟା ଆଶଙ୍କା

ଗଜପତି : ପ୍ରବଳ ବର୍ଷା ଯୋଗୁ ଗଜପତି ଜିଲ୍ଲାରେ ବନ୍ୟା ଆଶଙ୍କା। ବିପଦ ସଙ୍କେତ ଟପିଛି ବଂଶଧାରା ନଦୀର ଜଳସ୍ତର। କିସିନଗର ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା। କିସିନଗର ନିକଟରେ ବିପଦ ସଙ୍କେତ ୫୩.୬୦ ମିଟର ଥିବାବେଳେ ବର୍ତ୍ତମାନ ୫୫.୧୨ ମିଟର ଉଚ୍ଚରେ ପାଣି ପ୍ରବାହିତ ହେଉଛି। ତଳୁଆ…

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ…

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରି ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆଜି ସକାଳ ୫.୩୦ ସୁଦ୍ଧା ୨୧.୦ ଡିଗ୍ରୀ ଉତ୍ତର ଅକ୍ଷ୍ୟାଂଶ ଏବଂ ୮୭.୪୦ ପୂର୍ବ ଦ୍ରାଘିମାରେ…

ସୁଷମାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି ‘ସୁଷମା ସ୍ୱରାଜ ଜଣେ ଓଜସ୍ୱୀ, ଜ୍ଞାନୀ ଏବଂ ସମ୍ମାନୀତ ବ୍ୟକ୍ତିତ୍ୱ ଥିଲେ। ସାଧାରଣ…

ଲଗାଣ ବର୍ଷାରେ ବେହାଲ ମାଲକାନଗିରି…

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ପୋଟେରୁ, କାଙ୍କୁରୁକୁଣ୍ଡା, କୋରୁକୁଣ୍ଡା ଓ ଏମ୍ ଭି-୩୭ ପୋଲ ଉପରେ ୪-୫ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି। କାଲିମେଳା, ମୋଟୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବନ୍ୟା…

ପ୍ରବଳ ବର୍ଷାରେ ଧସିଲା ରେଲୱେ ଟ୍ରାକ୍

ରାୟଗଡା : ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ରେଲୱେ ଟ୍ରାକ୍‌। ରାୟଗଡା ଅମ୍ବାଦୋଳା ଷ୍ଟେସନ ନିକଟ ଖାଡିପୁଲିଆ ନିକଟରେ ରେଲୱେ ଟ୍ରାକ୍‌ ଧସିଯାଇଛି । ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ପ୍ରାୟ ୧୦୦ ମିଟର ପାଖାପାଖି ମାଟି ଧୋଇ ହୋଇଯାଇଛି । ଫଳରେ ରାୟଗଡା ଓ ଟିଟଲାଗଡ ମଧ୍ୟରେ ଟ୍ରେନ୍…