Odisha Link
Bridging the Missing Links in Odisha
Daily Archives

August 8, 2019

ପାହାଡ଼ ଧସି ଚାଷ ଜମିରେ ମାଡ଼ି ଗଲା ଅତଡ଼ା

ରାୟଗଡ଼ା : ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି। ରାୟଗ଼଼ଡା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟ ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଧସି ହୋଇଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ହେବା ଫଳରେ ମାଟି ଅତଡ଼ା ଧସି ହୋଇଥିବା ଜଣାପଡ଼ିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ…

ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ

ଭୁବନେଶ୍ୱର : ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଆଉ କିଛି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ରୁଟ୍‌ର ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍…

ସଙ୍କଟାପନ୍ନ ଅବସ୍ଥାରେ ଉନ୍ନାଓ ପୀଡ଼ିତା…

ନୂଆଦିଲ୍ଲୀ: ସଙ୍କଟାପନ୍ନ ଅବସ୍ଥାରେ ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ସ୍ବାସ୍ଥ୍ୟବସ୍ଥା। ବର୍ତ୍ତମାନ ଉଭୟ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରହିଥିବା ଡାକ୍ତର କହିଛନ୍ତି। ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ…

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: ପାକିସ୍ତାନ…

ଇସଲାମବାଦ: ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ। ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିଯିବା ପରେ ପାକିସ୍ତାନରେ ଝଡ଼। ପାଗଳ ପରି ହେଉଛି ପାକିସ୍ତାନ। ଏଥିସହିତ ପାକିସ୍ତାନ ସଂସଦରେ ଧାରା ୩୭୦ର ଉଚ୍ଛେଦକୁ ନେଇ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନ ସଂସଦରେ ଧାରା-୩୭୦ ଉଚ୍ଛେଦକୁ ନେଇ ବିତର୍କ ଚାଲି ଥିବାବେଳେ…

ବନ୍ଦ ହେଲା ଭରତପୁର କୋଇଲା ଖଣି

ତାଳଚେର : ୧୪ ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ମଙ୍ଗଳବାରଠାରୁ ଭରତପୁର କୋଇଲା ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ଚାଲିଥିଲା ବେଳେ ବୁଧବାର ଅପରାହ୍ଣରୁ ଭାରତ ସରକାରଙ୍କ ଖଣି ସୁରକ୍ଷା ନିର୍ଦେଶାଳୟର ନିର୍ଦେଶ ଯୋଗୁଁ ଭରତପୁର ଖଣିକୁ ପୁଣି ବନ୍ଦ କରିଦିଆଯାଇଛି। ଖଣି ସୁରକ୍ଷା…

ଲଗାଣ ବର୍ଷାରେ କଳାହାଣ୍ଡି ବେହାଲ

କଳାହାଣ୍ଡି : କଳାହାଣ୍ଡି ବନ୍ୟା ବିତ୍ପାତ। ଲାଞ୍ଜିଗଡ ବ୍ଲକର ୫୨ ଗୋଟି ଗାଁ ଓ ଥୁଆମୁଳ-ରାମପୁର ବ୍ଲକର ୨୧୨ଟି ଗାଁ ପ୍ରଭାବିତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ସହ ଗଛ ପଡି ଯାତାୟତ ବାଧାପ୍ରାପ୍ତ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ରହିଛି। ମଙ୍ଗଳପୁର…

ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କିରିଆକୁଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବାପାକୁ ପଥରରେ ଛେଚି ହତ୍ୟା କଲେ ଦୁଇ ପୁଅ। ମୃତକ ହେଲେ ବାଇଧର ମୁଣ୍ଡା। ଗତ ସୋମବାର ଦିନ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଘରେ କବାଟ ଲଗାଇବାକୁ କେନ୍ଦ୍ର କରି ବାପା ଓ ଦୁଇ ପୁଅଙ୍କ…

ନବଜାତ ଶିଶୁ କନ୍ୟା ଉଦ୍ଧାର

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମହିସାପଟା ପଞ୍ଚାୟତର ଶାଳବଣି ଗ୍ରାମରେ ଆରତୀ ସିଂଙ୍କ ଘରେ କେହି ଜଣେ ଏକ ନବଜାତ ଶିଶୁକନ୍ୟାକୁ ଛାଡି ଦେଇଥିବା ଦେଖିବାକୁ ମିଳିଛି। ଶିଶୁକନ୍ୟାଟି ଜୀବିତ ଥିବାବେଳେ ରାତିରେ ଗ୍ରାମବାସୀ ଚାଇଲ୍ଡ ଲାଇନ ସଦସ୍ୟଙ୍କୁ ଫୋନ୍ କରିଥିଲେ ହେଁ କେହି ଫୋନ୍…

ବର୍ଷା କମୁଛି, ସ୍ଥିତି ସୁଧୁରୁଛି

ମାଲକାନଗିରି : ମାଲକାନଗିରିରେ ଆଜି ସୁଧୁରୁଛି ବନ୍ୟା ସ୍ଥିତି। ପୋଟେରୁ ଓ ପାଙ୍ଗାମା ପୋଲ ଉପରେ ଏବେ ବି ୨ ଫୁଟରେ ପାଣି ଚାଲୁଛି। ଏହାର ପ୍ରଭାବରେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି। ସେହିପରି ଝାପରା ପୋଲ ଉପରେ ଚାଲୁଛି ୩ ଫୁଟରେ ପାଣି । ଫଳରେ ମାଲକାନଗିରି – ଛତିଶଗଡ ମଧ୍ୟରେ ଯୋଗାଯୋଗ…

ଶୋଇଥିବା ବେଳେ ଭୁଷୁଡିଲା କାନ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ହେଲେଇ ଗ୍ରାମରେ କାନ୍ଥ ଭୁଷୁଡି ପଡିଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ହେଲେଇ ଗ୍ରାମର ମା’ କ୍ଷଲତା ହାତୀ, ଝିଅ ପ୍ରିୟଙ୍କା ହାତୀ ଓ ପୁଅ ସିପୁନ ହାତୀ ଗତକାଲି ନିଜ ଘରେ…