Odisha Link
Bridging the Missing Links in Odisha

ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଗେଟ୍

ନବରଙ୍ଗପୁର : ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍ ର ଦୁଇଟି ଗେଟ୍। ଇନ୍ଦ୍ରାବତୀ ଡ୍ୟାମର ୨ ନମ୍ବର ଓ ୬ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଦୁଇଟି ଗେଟ୍ ଦୁଇ ମିଟର ଖୋଲାଯାଇଛି। ସେକେଣ୍ଡକୁ ୨୨୦୦ କ୍ୟୁସେକ୍ ଜଳ ରିଜର୍ଭ ଭିତରକୁ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟ୍ ରୁ ପ୍ରତି ସେକେଣ୍ଡରେ ୪୫୦ କ୍ୟୁସେକ୍ ଜଳ ନିଷ୍କାସନ ଯାଉଛି ବୋଲି ଇନ୍ଦ୍ରାବତୀ ପ୍ରକଳ୍ପ ଚିଫ୍ ଇଂଜିନିୟରିଂ ସୂଚନା ଦେଇଛନ୍ତି ।

Comments are closed.