Odisha Link
Bridging the Missing Links in Odisha
Daily Archives

August 24, 2019

ଅଶାଳୀନ ବ୍ୟବହାର କରିଥିବା ଅଟୋ…

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବିଚ୍ ରାସ୍ତାରେ ଅଟୋ ଡ୍ରାଇଭରଙ୍କୁ ମାଡ ମାରିଛନ୍ତି ଯୁବତୀ। କଣ ପାଇଁ ମାଡ ମାରୁଛନ୍ତି ଏହି ଯୁବତୀ ? କଣ ଏମିତି କଲେ ଅଟୋ ଡ୍ରାଇଭର ? କାହିଁକି ବିଚ୍ ରାସ୍ତାରେ ଚପଲ ଓହ୍ଲାଇବାକୁ ପଡିଲା ଯୁବତୀଙ୍କୁ ? ତେବେ ଚାଲନ୍ତୁ…

ବିଦେଶ ଗସ୍ତରେ ମୋଦି, କଣ କହିଲେ…

ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ହୋଇଛି। ଅରୁଣ ଜେଟଲୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ତେବେ ଏଭଳି ସ୍ଥିତିରେ…

ଫଟୋ ଜରିଆରେ ଜେଟଲୀଙ୍କୁ ମନେପକାଇଲେ କପିଲ

ନୂଆଦିଲ୍ଲୀ: ପରଲୋକରେ ଅରୁଣ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେହାନ୍ତରରେ ଏକ ପୂରୁଣା ଫଟୋ ଜରିଆରେ ସ୍ମୃତି ଚାରଣ କରିଛନ୍ତି ତାଙ୍କ ବିପକ୍ଷ ଦଳ କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଜେଟଲୀ ବିଭିନ୍ନ ରାଜନୀତିକ ଦଳର ଲୋକଙ୍କ ସହ କିଭଳି ସୁସମ୍ପର୍କ ରଖିଥିଲେ ତାହା ଏହି…

କଶ୍ମୀର ଗସ୍ତରେ ରାହୁଲ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଗସ୍ତରେ କଂଗ୍ରେସ ନେତା। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେଠାରି ସ୍ଥିତି କେମିତି ରହିଛି ତାହାର ସମୀକ୍ଷାରେ ବାହାରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। କଂଗ୍ରେସ ସହିତ ଏନ୍‌ସିପି ଓ କମ୍ୟୁନିଷ୍ଟ ନେତାମାନେ ଏବଂ ଅନ୍ୟ ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ…

ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ…

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଦୁଃଖ ପ୍ରକାଶ…

୪ ବିଦ୍ୟୁତ୍‌ ତାର ଚୋରଙ୍କୁ ଗିରଫ କଲା…

ବାଲୋଶ୍ବର : ବାଲେଶ୍ବର ଜିଲ୍ଲାର ଲଙ୍ଗଲେଶ୍ବରର ଏକ କବାଡ଼ିଆ ଗୋଦାମରୁ ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦ୍ୟୁତ ତାର ଏବଂ ସ୍କୋରପିଓ ଗାଡି ଜବତ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ ଉସମାନ, ନିଗମାନନ୍ଦ ବେହେରା, ବାପୁନ ବିନ୍ଧାଣି, ସୁନୀଲ ହେମ୍ବ୍ରମ।…

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ:  ପରଲୋକରେ ଅରୁଣ ଜେଟଲୀ। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତୁ୍ୟ ସହ ଦୀର୍ଘ ଦିନ ଧରି ସଂଗ୍ରାମ କରୁଥିବା ଜେଟଲୀ ଶେଷରେ…

ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର

ରାୟଗଡ଼ା : ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣାସ୍ଥିତ ଏକ ବିଶ୍ରାମଗାର କାନ୍ଥରେ ମାଓପୋଷ୍ଟର ଲାଗିଥିବା ଦେଖବାକୁ ମିଳିଛି। ଉକ୍ତ ପୋଷ୍ଟରରେ ନିୟମଗିରି ଅଞ୍ଚଳରେ ରହୁଥିବା ଆଦିବାସୀ ଓ ହରିଜନମାନଙ୍କୁ ନକ୍ସଲ ନାମରେ ଗିରଫ କରିବା ବନ୍ଦ କରାଯାଉ ବୋଲି କୁହାଯାଇଛି। ଏହାସହ ପୁଲିସ…

ବିଜେଡି ନେତ୍ରୀଙ୍କୁ ଅଶ୍ଳୀଳ ହ୍ୱାଟସଆପ୍…

ଭୁବନେଶ୍ୱର : ସୋସିଆଲ ମିଡ଼ିଆ ପାଇଁ କଠୋର ଆଇନ ନଥିବାରୁ ଯୁବସମାଜ ବାଟବଣା ହୋଇଯାଉଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଶହ ଶହ ଭିଡ଼ିଓ ଭାଇରାଲ ହେଉଥିବାବେଳେ ଯୁବତୀମାନଙ୍କୁ ଶହ ଶହ ଅଶ୍ଳୀଳ ମେସେଜ ପ୍ରେରଣ କରାଯାଉଛି । ଏହା ଏବେ କେତେକଙ୍କ ମାନସିକ ରୋଗ ବି ପାଲଟି ଯାଇଛି କହିଲେ ଭୁଲ ହେବ ନାହିଁ। ଏହାର…

ଚାଷରେ କ୍ଷତି ହେବାରୁ କୀଟନାଶକ ପିଇ…

କନ୍ଧମାଳ : କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ୍‌ କିଲୁପଡା ଗାଁର ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଗୋବର୍ଦ୍ଧନ ମଲ୍ଲିକ। ଅଭିଯୋଗ ଅନୁଯାୟୀ, ଚଳିତବର୍ଷ ୩ ଏକର ଜମିରେ ଚାଷ କରିଥିଲେ ଗୋବର୍ଦ୍ଧନ। କିନ୍ତୁ ପ୍ରବଳ ବର୍ଷା ଯୋଗୁ ଜମିରେ ବାଲି ଚରିଯିବା ସହ…