Odisha Link
Bridging the Missing Links in Odisha
Daily Archives

August 24, 2019

ବେଳାଭୂମି ଅଞ୍ଜଳରୁ ବେଆଇନ ନିର୍ମାଣକୁ…

ପୁରୀ : ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟ ଅଞ୍ଚଳରୁ ଜବରଦଖଲ ମୁକ୍ତ ହେବା ପରେ ପ୍ରଶାସନର ନଜର ଏବେ ପୁରୀ ସି ବିଚ୍ ଉପରେ। ଏହି କ୍ରମରେ ବେଳାଭୂମିରେ ଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଇବାକୁ ପ୍ରଶାସନ ଚଳାଉଛି ବୁଲଡୋଜର। ୪ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତିରେ ଚାଲିଛି ଉଛେଦ କାମ। ଆଜି ବେଳାଭୂମିରେ…

ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଲୋକାପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ସମୟରେ ପୋଖାରୀରେ ବୁଡ଼ି ୨ ଶିଶୁଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସକାଳ ସମୟରେ ଦୁଇ ଜଣ ଖେଳୁଥିବା ସମୟରେ ଅସାବଧାନତା…

IND vs WI: ଈଶାନ୍ତକୁ ୫ ଓ୍ବିକେଟ,…

ଆଣ୍ଟିଗୁଆ: ଟିମ୍‌ ଇଣ୍ଡିଆ ୨୯୭ରନରେ ଅଲଆଉଟ ହେବା ପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ। ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ୧୮୯ ରନରେ ୮ଟି ଓ୍ବିକେଟ ହରାଇଛି। ଟିମ୍‌ ଇଣ୍ଡିଆ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କ ଶାଣିତ…

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ବିଶେଷ କରି…

ବିଶ୍ବ ଐତିହ୍ୟ ସହର ହେବ ପୁରୀ, ଦେଖନ୍ତୁ…

ପୁରୀ : ବିଶ୍ୱ ଐତିହ୍ୟ ସହର ଭାବେ ମାନ୍ୟତା ପାଇବ ପୁରୀ ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଶ୍ରୀକ୍ଷେତ୍ରର ଭିତ୍ତିଭୂମିଠୁ ଆରମ୍ଭ କରି ସୌନ୍ଦର୍ଯ୍ୟକରଣ, ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟରେ ଏହି ସବୁ ଅର୍ଥ ଖର୍ଚ୍ଚ ହେବ। ଏପରିକି…

ଗିରଫ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ…

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ରିଫାଇନାରୀ ସମ୍ମୁଖରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗିରଫ ବ୍ୟକ୍ତି ଛତ୍ରପୁରର ପଟ୍ଟନାୟକ ହରିଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମେଡିକାଲରେ ମୃତ୍ୟୁ ହୋଇଛି। ଭବାନୀପାଟଣା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରେଡ୍…

ଦୁବାଇ: ଆବୁଧାବିରେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି। ଫ୍ରାନ୍ସ ଗସ୍ତ ଶେଷ ପରେ ଏବେ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଯୁଏଇରେ ଗସ୍ତରେ। ମୋଦିଙ୍କ ତ୍ରିରାଷ୍ଟ୍ରୀୟ ଗସ୍ତର ଏହା ଦ୍ୱିତୀୟ ଦେଶ। ୟୁଏଇରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିବା ପରେ ତାଙ୍କୁ ରେଡ୍ କାର୍ପେଟରେ ଆବୁଧାବି ସରକାର ସ୍ୱାଗତ…

କନ୍ଦାଉଛି ପିଆଜ, ଗ୍ରାହକଙ୍କୁ ଲୁଟୁଛନ୍ତି…

ଭୁବନେଶ୍ବର: ସବୁ ବର୍ଷ ଭଳି ପୁଣି ଥରେ ରାଜ୍ୟବାସୀଙ୍କୁ କନ୍ଦାଇଲା ପିଆଜ। ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ପିଆଜ ଦର। ଗତ ଦୁଇ ସପ୍ତାହ ମଧ୍ୟରେ ପିଆଜ କିଲୋରେ ୧୦ରୁ ୧୫ ଟଙ୍କା ବୃଦ୍ଧି ହେଲାଣି। ଆଗକୁ ଦର ଆହୁରି ଆକାଶଛୁଆଁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଗୋଦାମରେ ପିଆଜ କୁଇଣ୍ଟାଲ ୨୫୦୦ ଟଙ୍କା…

ମାନ୍ଦାବସ୍ଥା ସୁଧାରିବାକୁ ସୀତାରମଣଙ୍କ…

ନୂଆଦିଲ୍ଲୀ: ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ନିଜର ମତ ଦେିଛନ୍ତି ନିର୍ମଳା ସୀତାରମଣ। ଶୁକ୍ରବାର ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍‌ ଭାରତର ଜିଡିପି ହ୍ରାସ ନେଇ ଆକଳନ କରିବା…

ମହାରାଷ୍ଟ୍ରରେ ଭୁଶୁଡ଼ିଲା ୪ ମହଲା କୋଠା,…

ମୁମ୍ୱାଇ: କିଛି ଦିନ ବ୍ୟବଧାନରେ ପୁଣି ଥରେ ମହାରାଷ୍ଟ୍ରରେ କୋଠା ଭୁଶୁଡ଼ିଛି। ଏପରି ଘଟଣା ମହାରାଷ୍ଟ୍ର ଭିଓ୍ୱଣ୍ଡିର ଶାନ୍ତି ନଗର ଅଞ୍ଚଳରେ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ୪ ମହଲା କୋଠା ଆଜି ଭୁଶୁଡ଼ିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର…