Odisha Link
Bridging the Missing Links in Odisha

ରାଜ୍ୟର ୮ଟି ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ୮ଟି ଜିଲ୍ଲାରେ ଆଜି ପୂର୍ବାହ୍ନ ୧୦: ୩୦ ରୁ ଅପରାହ୍ନ ୧:୩୦ ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ୮ଟି ଜିଲ୍ଲା ଗୁଡ଼ିକ ହେଉଛି – ବାଲେଶ୍ୱର, ସୁନ୍ଦରଗଡ଼, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ପୁରୀ ଓ କଳାହାଣ୍ଡି।

Comments are closed.