Odisha Link
Bridging the Missing Links in Odisha
Daily Archives

August 28, 2019

ଚିଲିକାରେ ଫିସିଥିବା ମାଲେସୀୟ ଜାହାଜର…

ଚିଲିକା : ଚିଲିକାରେ ଫସିଥିବା ମାଲେସୀୟ ଜାହାଜରୁ ଆରମ୍ଭ ହୋଇଛି ତେଲ ବାହାର କରାଯିବା ପ୍ରକ୍ରିୟା। ଗତକାଲି ରାତିରେ କିଛି ତେଲ ବାହାର କରାଯାଇଥିବା ବେଳେ ଆଜି ପୁଣି ତେଲ ବାହାର କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଛୋଟ କଣ୍ଟେନରରୁ ରଖାଯାଇଛି। ପାଇପରେ କଣ୍ଟେନରରୁ ତେଲ ବାହାର କରାଯାଇ ଛୋଟ…

ନକଲି ତେଲ କାରଖାନା ଉପରେ ଚଢାଉ

କଟକ : କଟକ ଭୁବନେଶ୍ୱର ରୋଡ଼ର ବମ୍ପକୁଦ ଠାରେ ନକଲି ଖାଇବା ତେଲ କାରଖାନା ଉପରେ କଟକ ସଦର ଥାନା ପୁଲିସ ଚଢ଼ାଇ କରିଛି। ବିଭିନ୍ନ କମ୍ପାନୀ ନାଁରେ ନକଲି ତେଲ କାରବାର କରୁଥିବା ଅଭିଯୋଗ ହୋଇଛି। ଚଢାଉ ବେଳେ ବିଭିନ୍ନ ବ୍ରାଣ୍ଡର ନକଲି ତେଲ, ଯନ୍ତ୍ରାଂଶ , ଲେବଲ, ଟିଣ ଆଦି ଜବତ ହୋଇଛି। ପାଖାପାଖି ୩୦ହଜାର…

ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢିବ:…

ଭୁବନେଶ୍ୱର : ଏଣିକି ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢାଯିବ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ବୁଧବାର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ଶ୍ରୀ ସାହୁ ଏହା କହିଛନ୍ତି। ପ୍ରକାଶ ଯେ, ଆଜିର ଏହି ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ…

କଶ୍ମୀର ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନେଲେ ୟୁ-ଟର୍ଣ୍ଣ। ରାହୁଲ ଗାନ୍ଧି କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ରାହୁଲ ଟ୍ବିଟ୍‌ ଜରିଆରେ କହିଛନ୍ତି କି, ମୁଁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ…

ଇତିହାସ ରଚିଲେ ଓଡ଼ିଆ ପୁଅ ଆସ୍ୱାଥ…

ନୂଆଦିଲ୍ଲୀ: ଋଷିଆରେ ଚାଲିଥିବା ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ନାରାୟଣନ। ୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍‌ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଛନ୍ତି। ନାରାୟଣନଙ୍କ ଏହି ସଫଳତା…

ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବାର…

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡା, ଢେଙ୍କାନାଳ, କଟକ। ଏନେଇ ଭୁବନେଶ୍ୱର…

ମୋଦି ଆରମ୍ଭ କରିଥିଲେ, ଆମେ ଶେଷ କରିବୁ:…

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଏକଘରିଆ ହୋଇଯାଇଛି ପାକିସ୍ତାନ। ପାକିସ୍ତାନକୁ ସବୁଆଡ଼ୁ ନିରାଶ ହେବାକୁ ପଡ଼ିଛି। ପାକିସ୍ତାନର ଏକମାତ୍ର ସାହା ଭରଷା ଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡ୍ରୋନଲ୍ଡ ଟ୍ରମ୍ପଙ୍କ ବୟାନ ଶୁଣିବା ପରେ ପାକିସ୍ତାନ ହତାଶ। ଏଥିସହିତ ବିଚଳିତ ହୋଇ ପାକିସ୍ତାନ ଗୋଟିଏ ପରେ…

ରାଜଧାନୀ ଟ୍ରାଫିକରେ ଜଗି ରହିଛି ଡ୍ରୋନ୍…

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡ୍ରୋନ୍‌ କ୍ୟାମେରାରେ ଚାଲିଛି ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା। ଯେଉଁମାନେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଆକାଶର୍ମାଗରୁ ଡ୍ରୋନ୍‌ କ୍ୟାମେରାରେ ଠାବ କରା ଯାଉଛି। ଗତକାଲି ଗୋଟିଏ ଦିନରେ ୨୭ଟି ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିଛି…

ହାତୀ ଆକ୍ରମଣରେ ମହିଳା ମୃତ

ଆଠମଲ୍ଳିକ : ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି। ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ସୁବାସିନୀ ନାୟକ। ମିଳିଥିବା ସୂଚନା ଅନୁସାରେ, ବଡ଼ି ଭୋର୍‌ରୁ ସୁବାସିନୀ ଶୌଚହେବା ପାଇଁ ବାହାରକୁ…

ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍‌ ଦେଇ…

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୩.୪୭ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୪୨ ହଜାର ୭୪୪ କ୍ୟୁସେକ୍ ଜଳ। ଜଳଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି ୧ ଲକ୍ଷ ୮୧ ହଜାର ୪୦୮ କ୍ୟୁସେକ୍ ଜଳ।…