Odisha Link
Bridging the Missing Links in Odisha
Daily Archives

August 28, 2019

ନୟାଗଡ଼: ଟାଉନ୍‌ ଥାନାରେ ନିଆଁ

ନୟାଗଡ଼: ନୟାଗଡ଼ ଟାଉନ୍‌ ଥାନାରେ ନିଆଁ। ସର୍ଟ ସର୍କିଟରୁ ନିଆଁ ଲାଗି ଥାନାର ଇନଭରଟର ଓ ଏହାର ବ୍ୟାଟେରୀ ଫାଟିଯାଇଥିଲା। ଫଳରେ ଚାହୁଁ ଚାହୁଁ ସେହି ଘରଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଅନ୍ୟଗୃହକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ କରିଥିଲା। ତେବେ ଥାନାର ମୁଖ୍ୟ ଘର ଓ…

ଜିଲ୍ଲାପାଳ ହେବ ତ ଏମିତି

ନୟାଗଡ଼: ପୁଣିଥରେ ଚର୍ଚ୍ଚାରେ ନୟାଗଡ଼କୁ ନୂଆକରି ଆସିଥିବା ଜିଲ୍ଲାପାଳ ଡ.ପୋମା ଟୁଡୁ। ପୂର୍ବରୁ ଅନେକ ମହତ କାର୍ଯ୍ୟକରି ଲୋକଙ୍କ ପ୍ରିୟ ହୋଇପାରିଥିବା ପୋମା ଏଥର ନୟାଗଡ଼ବାସୀଙ୍କ ମନ ଜିଣିଛନ୍ତି। ନୂଆକରି ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାପାଳ ପୋମା ଟୁଡୁ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲିବା ସହିତ…

ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି…

ନୂଆଦିଲ୍ଲୀ: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ପ୍ରାଥମିକତା ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆରୁ ଏଲ୍ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା ସମ୍ପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଷ୍ଟେଲିଆର ମନ୍ତ୍ରୀ ତଥା ମାଟ୍ କାନାଭନଙ୍କ ସହ ବୈଠକ…

ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ…

ଭୁବନେଶ୍ବର: ବର୍ତ୍ତମାନ ବିଜୁ ଜନତା ଦଳରେ ଚାଲିଛି ନିଯୁକ୍ତିର ଋତୁ। ଏହି ଋତୁରେ ସାମିଲ ହୋଇଛନ୍ତି ବିଜେଡି ନେତା ମାନସ ମଙ୍ଗରାଜ। ମାନସଙ୍କୁ ମିଳିଛି ନୂଆ ଦାୟିତ୍ବ। ରାଜ୍ୟ ସରକାରଙ୍କ ଉପଦେଷ୍ଟା (ଗଣମାଧ୍ୟମ ଏବଂ ଲୋକସଂପର୍କ) ଭାବେ ଗୁରୁ ଦାୟିତ୍ୱ ତାଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଭୁବନେଶ୍ବର ପରେ କଟକରେ ଆରମ୍ଭ ହେଲା…

ଭୁବନେଶ୍ୱର : ସବୁଠି ଏବେ ଟ୍ରାଫିକ ଚିନ୍ତା। ରାଜଧାନୀ ଭୁବନେଶ୍ୱର ହେଉ ଅବା କଟକ। ଚାରିଆଡେ଼ ଟ୍ରାଫିକ ସମସ୍ୟା। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏବେ କଟକ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ଆଉ ଏହାକୁ ନେଇ ପୁଲିସ କମିଶନର ସୁଧାଂଶୁ…

ଦୁର୍ଦ୍ଦାନ୍ତ ମାଓନେତା ରାକେଶ ନିହତ

ମାଲକାନଗିରି : ମାଲକାନଗିରି ବଣ୍ଡାଘାଟିରେ ଆଜି ସକାଳେ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମାଓନେତା ରାକେଶଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ୍‌ ଜୋନାଲ୍‌ କମିଟର ମୁଖ୍ୟ ଥିଲେ ରାକେଶ। ଏହା ପୂର୍ବରୁ…

ବରମୁଣ୍ଡାରେ ଜଳୁଛି ବସ

ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡରେ ଜଳୁଛି ବସ। ହୁତୁହୁତୁ ହୋଇ ଜଳୁଛି। ଆଉ ତାକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ଅଗ୍ନିଶମ କର୍ମଚାରୀ। ବୁଧବାର ବରମୁଣ୍ଡା ବସଷ୍ଟାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।…

ଦବିଲା କାଠଯୋଡ଼ି ବ୍ରିଜ

ଭୁବନେଶ୍ୱର : ପୁଣି ଦବିଲା ବ୍ରିଜ। କାଠଯୋଡ଼ି ବ୍ରିଜ ଦବିଯାଇଥିବା ସୂଚନା ମିଳିଛି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୋପାଳପୁର-ଲିଙ୍କରୋଡ ରାସ୍ତାର କାଠଯୋଡ଼ି ବ୍ରିଜ ଦବି ଯାଇଛି। ବ୍ରିଜ ଆରମ୍ଭରୁ ସମାନ୍ୟ ଦବି ଯାଇଥିବା ସୂଚନା ମିଳିଛି। ଦବି ଥିବା ବ୍ରିଜ ରାସ୍ତାକୁ ପୁଲିସ କର୍ଡନ କରିଛି।…

ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ମୃତକ ହେଲେ ସିଆଡ଼ିମାଳ ଗ୍ରାମର ଲକ୍ଷ୍ମୀଧର ବେହେରା । ସେ ବାଲିଗୋହିରି ଅଞ୍ଚଳରେ ଏକ ଓଲଡିଂ ଦୋକାନରେ କାର୍ଯ୍ୟ କରନ୍ତି। ଆଜି ବଜାରରେ ଆଲୁମିନିୟମ କବାଟ ଓ ଝରକା ବନ୍ଧ ଡ୍ରିଲ ମେସିନ ଧରି କାମ…

ଚାଷୀପାଇଁ ପାଇଲଟ ପ୍ରକଳ୍ପ :…

ଭୁବନେଶ୍ବର : ପୁଣି ଚାଷୀମାନଙ୍କ ମନରେ ହସ ଫୁଟାଇଛନ୍ତି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆଉ ଏକ ନୂଆ ଯୋଜନା। ଚାଷୀମାନଙ୍କର ଆୟକୁ ବହୁଗୁଣ କରିବା ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପରେ ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ।…