Odisha Link
Bridging the Missing Links in Odisha
Daily Archives

August 30, 2019

ଜଳସଙ୍କଟର ଶିକାର ହେବ ଓଡ଼ିଶା: ନୀତି ଆୟୋଗ

ଭୁବନେଶ୍ବର: କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ବଞ୍ଚିବା ଅସମ୍ଭବ। ହେଲେ ନୀତି ଆୟାଗର ରିପୋର୍ଟ ଯାହା କହୁଛି ଆପଣ ଶୁଣିଲେ ଆପଣଙ୍କର ନିଦ ହଜିଯିବ। ଦେଶରେ କିଛି ରାଜ୍ୟ ଜଳସଙ୍କଟ ଦେଇ ଗତି କରିଛୁନ୍ତି। ଯଦି ଓଡ଼ିଶା ଏଥିପ୍ରତି ସେଚତନ ନହୁଏ ତେବେ ଓଡ଼ିଶା ମଧ୍ୟ ଅନ୍ୟରାଜ୍ୟଙ୍କ ଭଳି ଜଳ ସଙ୍କଟର ଶିକାର…

ଏମାର ମଠକୁ ନିଜ ହେପାଜତକୁ ନେଲା ପୋଲିସ

ପୁରୀ : ଆଜି ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ ପ୍ରଶାସ। ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନି। ପୁରା ମଠ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଚାଲିଥିବା ବେଳେ ଗତକାଲି ଭୂତଳ ସୁଡଙ୍ଗ ଠାବ ହୋଇଥିଲା। ମଠ ଭାଙ୍ଗିବା ବେଳେ ଏହା…

ଗଣେଶ ଓ ସରସ୍ୱତୀ ପୂଜାରେ ମଧ୍ୟାହ୍ନଭୋଜନ…

ଭୁବନେଶ୍ୱର : ଏଣିକି ଗଣେଶ ଓ ସରସ୍ୱତୀ ପୂଜାରେ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ପୂର୍ବରୁ ଏହି ଦୁଇ ପୂଜା ସମୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ମଧ୍ୟାହ୍ନ ଭୋଜନରେ ଉଷୁନା ଚାଉଳ ଭାତ ଖାଇବାକୁ ଦିଆଯାଉଥିବାରୁ କିଛି…

ଏନଏଚ-୪୯ ମରାମତି ଦାବିରେ ୧୨ଘଣ୍ଟିଆ…

ଦେବଗଡ : ଦେବଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି। ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ଵରେ ଦେବଗଡ ସହର ଟ୍ରାଫିକ ଛକଠାରେ ବିଜେପି କର୍ମୀମାନେ ରାସ୍ତାରୋକ କରିଛନ୍ତି। ଦେବଗଡ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୪୯ ନମ୍ବର କୋଲକାତା-ମୁମ୍ବାଇ ଜାତୀୟ ରାଜପଥର ଅବସ୍ଥା…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ ୨ୟ ଟେଷ୍ଟ:…

କିଙ୍ଗଷ୍ଟନ୍: ଆଜିଠୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ୨ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ଟେଷ୍ଟ ସିରିଜକୁ କ୍ଲିନସୁଇପ୍ କରିବାକୁ ଚାହିଁବ। ସିରିଜର ପ୍ରଥମ ମ୍ୟାଚକୁ ୩୧୮ ରନର ବୃହତ ବ୍ୟବଧାନରେ ଜିତିଥିବା ଭାରତୀୟ…

ସମବାୟ ସମିତି ସମ୍ପାଦକଙ୍କ ଘରେ…

ଭଦ୍ରକ : ଭଦ୍ରକ ଜିଲ୍ଲାର ତେସିଙ୍ଗା ସେବା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡେୟୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ପୃଥକ ପୃଥକ ଟିମ୍‌ ଏକକାଳୀନ ରାଜେନ୍ଦ୍ରଙ୍କ ୬ଟି ଜାଗାରେ ଚଢ଼ାଉ କରିଛନ୍ତି। ତେସିଙ୍ଗା ପଞ୍ଚାୟତ…

ସ୍କୁଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡରୁ ଆଶ୍ରମ ସ୍କୁଲ ପିଅନଙ୍କୁ ହତ୍ୟା କରାଯାଇଛି। ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍କୁଲ ପରିସର ସ୍ଥିତ ବାସଭବନରୁ ମୃତଦେହ ମିଳିଛି। ମୃତ ପିଅନ ହେଲେ ଜଗନ୍ନାଥ କାର୍ଜି । ତେବେ ତାଙ୍କ ପୁଅ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଦ୍ୱିତୀୟ ଦିନରେ ପୁରୀ ଏମାର ମଠର ଉଛେଦ…

ପୁରୀ : ପୁରୀରେ ଦ୍ୱିତୀୟ ଦିନ ପାଇଁ ଚାଲିଛି ବହୁ ଚର୍ଚ୍ଚିତ ଏମାର ମଠର ଉଛେଦ କାମ। ଗତକାଲି ମଠର ପଛ ପାଶ୍ୱର୍ର ଉଛେଦ କାମ ହୋଇଛି। ଆଜି ଏହି ଉଛେଦ ଆଗକୁ ବଢ଼ିଛି। ସେପଟେ ଉଛେଦ ବିରୋଧରେ ଗତକାଲି ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ ଗୋଟିଏ ଘରେ ଏକାକୀ ଧ୍ୟାନରେ ବସିଥିବାରୁ ଏହାକୁ ଭଙ୍ଗା ଯାଇ…

ବିରାଟଙ୍କ ଯୋଗୁଁ ଅଧିକ ବିକ୍ରି ହେଲା ଏହି…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କିଛି ନା କିଛି କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେହିପରି ଆଉ ଥରେ ଚର୍ଚ୍ଚାରେ ବିରାଟ। କାରଣ ବିରାଟଙ୍କ ଯୋଗୁଁ ଏକ ପୁସ୍ତକ ବହଳ ଭାବରେ ବିକ୍ରି ହୋଇପାରିଛି। ଓ୍ଵଷ୍ଟ୍‍ଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‌…

ଜଳିଗଲା ତେଲ ଟ୍ୟାଙ୍କର

କଟକ : ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍ ଛକ ନିକଟରେ ତେଲ ଟ୍ୟାଙ୍କର ଗାଡିରେ ନିଆଁ ଲାଗି ଯାଇଛି। ଗତକାଲି ବିଳମ୍ବିତ ରାତିରେ ଅନ୍ୟ ଟ୍ରକ ସହ ଧକ୍କା ହେବା ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି। ଟ୍ୟାଙ୍କର ଡ୍ରାଇଭର…