Odisha Link
Bridging the Missing Links in Odisha
Daily Archives

August 30, 2019

ଆଜି ପରଦାକୁ ଆସିଛି ସିନେମା ‘ସାହୋ’

ଭୁବନେଶ୍ବର : ସିନେମା ପ୍ରେମୀମାନେ ଦୁଇ ବର୍ଷ ହେଲା ପ୍ରଭାସ ଓ ଶ୍ରଦ୍ଧାଙ୍କ ନୂଆ ସିନେମା ‘ସାହୋ’କୁ ଅପେକ୍ଷା କରିରହିଥିଲେ। ଏବେ ତାହା ଅପେକ୍ଷାର ଅନ୍ତ ଘଟିଛି। ଆଜି ଫିଲ୍ମ ‘ସାହୋ’ ଭାରତରେ ରିଲିଜ୍ ହୋଇ ଯାଇଛି। ଭାରତରେ ମୋଟ ୧୦ ହଜାର ସିନେମା ହଲରେ ରିଲିଜ୍ ହୋଇଛି ଫିଲ୍ମ ‘ସାହୋ’। ଏହି ସିନେମା ପାଇଁ…

ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡିଲା

ପାଟଣା : ପୁଣି ଗୁରୁଙ୍କର ନାଁରେ ଲାଗିଛି କଳଙ୍କ। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଉକ୍ତ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର…

ଫିଟ୍ ଇଣ୍ଡିଆ ପରେ ଆୟୁଷ ସେଣ୍ଟର…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ ମନ୍ତ୍ରଣାଳୟର ଏକ କାର୍ଯ୍ୟକ୍ରମ ଦେଇ ଦେଶରେ ୧୦ଟି ଆୟୁଷ ସେଣ୍ଟରର ଶୁଭ ଉଦଘାଟନ କରିଛନ୍ତି। ଏଥି ସହିତ ମୋଦି କହିଛନ୍ତି କି ଚଳିତ ବର୍ଷ ଦେଶରେ ଆଉ ୪୦୦୦ ଆୟୁଷ ସେଣ୍ଟରର ଶୁଭାରମ୍ଭ ହେବ। କେନ୍ଦ୍ର ସରକାର ଦେଶରେ ୧୨ ହଜାର ୫୦୦ଟି ଆୟୁଷ ସେଣ୍ଟର…

ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ପାଇକ ସାହି ନିକଟସ୍ଥ ନୟନଜୋରିରେ ଜଣେ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଆଜି ସକାଳେ କିଛି ଲୋକ ଚାଷ କରିବାକୁ ବିଲକୁ ଯାଉଥିବାବେଳେ ଶବଟିକୁ ଦେଖିଥିଲେ। ମୃତଦେହର ପରିଚୟ ପାଇଁ ସ୍ଥାନୀୟ ଲୋକଙ୍କର ଭିଡ ଲାଗିଥିବାବେଳେ ମୃତଦେହ…

ରାଜଧାନୀରେ ଆତଙ୍କବାଦୀଙ୍କ ମୁକାବିଲା…

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ବଡ ମଲରେ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ମକ ଡ୍ରିଲ୍। ରସୁଲଗଡରେ ଥିବା ବଡ ମଲରେ ପରୀକ୍ଷା ମୂଳକ ଭାବେ ଏହି ମକଡ୍ରିଲ୍। ଏଥିରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ, କମିଶନରେଟ୍ ପୋଲିସ ସାମିଲ ହୋଇଛି। ଖାସ୍ କରି କାଉଣ୍ଟର ଟେରରିଷ୍ଟ ସ୍କୁଆଡ ଓ ସିଭିଲ୍…

ମମତା ଓ କେଜରିଓ୍ବାଲଙ୍କ ‘ତେରି…

ଭୁବନେଶ୍ବର: ଦେଶର ସବୁଠି ଚର୍ଚ୍ଚାରେ ଷ୍ଟେସନରୁ ସେଲିବ୍ରିଟି ହୋଇଥିବା ରାନୁ ମଣ୍ଡଳ। ତାଠୁ ଅଧିକ ଚର୍ଚ୍ଚାରେ ରାନୁ ମଣ୍ଡଳଙ୍କ ତେରି ମେରି କାହାନୀ ଗୀତ। ଆଉ ଏ ଗୀତର ଭିଡିଓ ଏବେ ସୋସିଆଲ ମଡିଆରେ ଘୁରି ବୁଲୁଛି। ହେଲେ ରାନୁ ମଣ୍ଡଳ ଏହି ଭିଡିଓକୁ ନେଇ ଯେତିକି ଚର୍ଚ୍ଚାରେ ଅଛନ୍ତି ତାଠୁ ଅଧିକ ରାନୁଙ୍କ…

ସୂଚନା କମିଶନର ଭାବେ ଶପଥ ନେଲେ ବାଳକୃଷ୍ଣ…

ଭୁବନେଶ୍ୱର : ଶୁକ୍ରବାର ଶପଥ ନେଇଛନ୍ତି ସୂଚନା କମିଶନୀ ବାଳକୃଷ୍ଣ ମହାପାତ୍ର। ରାଜଭବନରେ ଶ୍ରୀ ମହାପାତ୍ର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ସୂଚନା କମିଶନର ଶ୍ରୀ ମହାପାତ୍ରଙ୍କୁ ରାଜଭବନରେ ଶପଥ ପାଠ କରାଇଛନ୍ତି। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିରୋଧୀ…

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟି ନକଟରେ ଆଜି ଭୋରରେ ୨ଟି ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବାଙ୍ଗିରିପୋଷି…

ଗୋଟିଏ ପରିବାରର ୪ ଜଣଙ୍କୁ ଆକ୍ରମଣ କରି…

କେନ୍ଦ୍ରାପଡ଼ା : ଗତକାଲି ବିଳମ୍ବିତ ରାତ୍ରୀରେ ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ସଶସ୍ତ୍ର ଚୋରି ହୋଇଛି। ଚୋରମାନେ ହାଡ଼ିବନ୍ଧୁ ସାହୁଙ୍କ ଘରେ ପଶି ବିଜୁଳି ସଂଯୋଗ କାଟି କରିବା ପରେ ପରିବାରର ଚାରିଜଣ ସଦସ୍ୟମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ନଗଦ ୧ ଲକ୍ଷ ଟଙ୍କା ଓ ଗହଣା…

ଗାଧୋଇବାକୁ ଗଲାବେଳେ ବିଜୁଳି ଖୁଣ୍ଟ…

ଭୁବନେଶ୍ୱର : ଏମିତି ବି ମୃତୁ୍ୟ ଆସେ। କେତେବେଳେ କାହା ଜୀବନରେ କ’ଣ ଘଟିଯିବ ତାହା କାହାକୁ ଜଣାନାହିଁ। ତାହାର ଏକ ନଜିର ବାଲିଗୁଡ଼ା ଅଂଚଳରେ ଦେଖିବାକୁ ମିଳିଛି। ଦୁଇ ଯୁବକ ସାଙ୍ଗ ହୋଇ ଗାଧୋଇବାକୁ ଯାଉଥିଲେ। ବିଲ ହୁଡ଼ା ଦେଇ ଗାଧୋଇବାକୁ ଯାଉଥିବାବେଳେ ହଠାତ ବିଜୁଳି ଖୁଣ୍ଟ ତାଙ୍କ ଉପରେ ମାଡ଼ି…