Odisha Link
Bridging the Missing Links in Odisha
Daily Archives

August 31, 2019

ପ୍ରଶାସନର ବୁଝାସୁଝା ପରେ ମଠରୁ…

ପୁରୀ : ପ୍ରଶାସନର ଦୀର୍ଘ ସମୟର ଉଦ୍ୟମ ସଫଳ ହୋଇଛି। ଏମାର ମଠ ଛାଡିବାକୁ ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ରାଜି ହୋଇଛନ୍ତି। ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଆଜି ପ୍ରଶାସନ ପକ୍ଷରୁ ପୁରୀ ଉପଜିଲ୍ଲାପାଳ ଭବତାରଣା ସାହୁ ମହନ୍ତଙ୍କ ସହିତ ସକାଳେ ପୁଣି ଆଲୋଚନା କରି ବୁଝାସୁଝା କରିଥିଲେ। ଶେଷରେ…

ଖାଉଟିଙ୍କ ଉପରେ ପଡ଼ିପାରେ ମହଙ୍ଗା…

ଭୁବନେଶ୍ୱର : ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍‌ ଦର। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ‌ଆୟୋଗ ଗତ ମେ ୨୩ ତାରିଖରେ ଦେଇଥିବା ଆଦେଶର ପୁର୍ନବିଚାର କରିବାକୁ ଏବେ ଗ୍ରିଡକୋ, ଓଇଆର୍‌ସିଙ୍କ ନିକଟରେ ଆବେଦନ କରିଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍‌ ଦର ବଢ଼ାଇବା ନେଇ ବାଟ…

ଭାରସାମ୍ୟ ହରାଇ ଓଲଟିଲା ବସ୍‌,୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏହି ଯାତ୍ରୀବାହୀ ବସ୍‌ ଗତକାଲି…

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରିରେ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ବିଳମ୍ବିତ ରାତିରେ ମୁମ୍ବାଇର ଜଣେ ଷ୍ଟ୍ରଗଲିଂ ଅଭିନେତ୍ରୀ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଆପାର୍ଟମେଣ୍ଟର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫିଲ୍ମ ଅଭିନେତ୍ରୀ ହେବା ଲକ୍ଷ୍ୟରେ…

ଜିତେନ୍ଦ୍ର ସୁନା: ଦିନ ମଜୁରିଆରୁ ଜେଏନୟୁ…

ନୂଆଦିଲ୍ଲୀ: ଦେଶର ସବୁଠାରୁ ଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ। ସେପ୍ଟମ୍ବର ୬ ତାରିଖରେ ଜେଏନ୍‌ୟୁରେ ହେବ ଛାତ୍ର ସଂସଦ ନିର୍ବାଚନ। ସେନେଇ ପ୍ରସ୍ତୁତି ଚଲାଇଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ। ଗଣମାଧ୍ୟମରେ ପ୍ରକାଶ…

ବିଜେଡି ନେତାଙ୍କୁ ଥଇଥାନ: ବାଦ ପଡ଼ିଲେ…

ଭୁବନେଶ୍ବର: ବିଜୁ ଜନତା ଦଳରେ ବର୍ତ୍ତମାନ ଚାଲିଛି ଥଇଥାନ ଋତୁ ବା ନିଯୁକ୍ତି ଋତୁ। ଚଳିତ ମାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୧୨ ଜଣ ବିଧାୟକଙ୍କ ସମେତ ମୋଟ ୪୮ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରି ସାରିଲେଣି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏପର୍ଯ୍ୟନ୍ତ ଚଳିତ ସାଧାରଣ…