Odisha Link
Bridging the Missing Links in Odisha
Daily Archives

August 31, 2019

ମଠରେ ଥିବା କୋଠରୀ ଛାଡ଼ିବି ନାହିଁ : ମଠ…

ପୁରୀ : କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି। ଏଭଳି କହିଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ସେ କହିଛନ୍ତି ଯେ, ପ୍ରଶାସନ ଆଲୋଚନାବେଳେ ବାସଗୃହ ଭାଙ୍ଗିବନି ବୋଲି କହିଥିଲା। ମୁଁ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ କହିଥିଲା। ଏବେ ବିଭିନ୍ନ ସମୟରେ…

ଚିନ୍ତାରେ ଇମ୍ରାନ୍

ନୂଆଦିଲ୍ଲୀ: ଭାରତକୁ ବାରମ୍ବାର ଯୁଦ୍ଧର ଧମକ ଦେଉଥିବା ପାକିସ୍ତାନକୁ ଏବେ ରୁଟି ସଙ୍କଟ ମାଡ଼ିବସିଛି। ପାକିସ୍ତାନରେ ଗହମ ଦର ଆକାଶ ଛୁଆଁ। ବର୍ତ୍ତମାନ ସମୟରେ ପାକିସ୍ତାନରେ ସାଧାରଣ ଅଟା ମୂଲ୍ୟ କେଜି ପ୍ରତି ୪୪ଟଙ୍କା ୫୦ ପଇସା ଅଛି। ଅପରପକ୍ଷେ ସୁପରଫାଇନ୍ ଅଟାର ମୂଲ୍ୟ ବର୍ତ୍ତମାନ ସମୟରେ ୪୭ ଟଙ୍କା ୫୦…

ଭାରସାମ୍ୟ ହରାଇ ଗଛରେ ପିଟିହେଲା…

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରେକୃଷ୍ଣପୁର ଅଞ୍ଚଳରେ ଶିବ ମନ୍ଦିର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଆରେହୀଙ୍କର ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ନିକଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା…

ନବରଙ୍ଗପୁରରେ ଧରାପଡିଲା ନକଲି ଖଇନି…

ନବରଙ୍ଗପୁର : ନବରଙ୍ଗପୁରରେ ଏକ ନକଲି ଖଇନି କାରଖାନାକୁ ଧରାଇଲେ ଅସଲି କାରଖାନର ମାଲିକ। ବ୍ୟବସାୟରେ ବାରମ୍ୱାର କ୍ଷତି ସହିବା ପରେ ଚିନ୍ତାରେ ପଡିଥିଲେ ବନଦୁର୍ଗା ନାମକ ଖଇନି କମ୍ପାନୀ ମାଲିକ। ଆଉ ଆରମ୍ଭ କରିଥିଲେ ଏହାର କାରଣ ଖୋଜିବା। ବ୍ୟକ୍ତିଗତ ସ୍ତରରେ ତଦନ୍ତରେ ସେ ଯାହା ପାଇଲେ ନିଜକୁ ବି ବିଶ୍ୱାସ…

ଭାରତୀୟ ନାଗରିକତ୍ବ: ଆସାମରେ ୧୯ଲକ୍ଷ ଲୋକ…

ନୂଆଦିଲ୍ଲୀ: ନେଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍‌ (ଏନ୍ଆରସି)ର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଗୃହ ବିଭାଗ ଏହି ଚୂଡ଼ାନ୍ତ ରିପୋର୍ଟ ଜାରି କରିଛନ୍ତି। ଏନ୍ଆରସି ରାଜ୍ୟ ସମନ୍ବୟକାରୀ ପ୍ରତିକ ହଜେଲା ସୂଚନା ଦେଇଛନ୍ତି କି, ମୋଟ୍‌ ୩, ୧୧ ,୨୧, ୦୦୪ ଜଣଙ୍କୁ ଚୂଡ଼ାନ୍ତ ଯୋଗ୍ୟ ତାଲିକାରେ ସାମିଲ…

ସମୁଦ୍ର କୂଳରୁ ମିଳିଲା ବିଦେଶୀଙ୍କ ମୃତ…

ଜଗତସିଂହପୁର : ପାରାଦୀପ ସମୁଦ୍ର କୂଳରେ ଏକ ଯୁବକଙ୍କର ମୃତ ଦେହ ପଡ଼ିଥିବାର ଦେଖିବାକୁ ମିଳିଛି| ସେଠାରେ ଜଟାଧାରୀ ମୁହାଣ ପୋଲିସ ପହଞ୍ଚି ମୃତ ଯୁବଙ୍କୁ ଉଦ୍ଧାରକରି ତଦନ୍ତ ଆରମ୍ଭ କରିଛି। ଯୁବକ ଜଣଙ୍କ ବିଦେଶୀ ନାଗରିକ ବୋଲି ପୁଲିସ କହିଥିବାବେଳ କୌଣସି ଜାହାଜର ମେମ୍ବର ହୋଇଥିବା ନେଇ ପୁଲିସ ସନ୍ଦେହ…

ଆଜିଠୁ ଦିଲ୍ଲୀ ଡାଇନାମୋସ୍ ହେବ ଓଡ଼ିଶା…

ଭୁବନେଶ୍ବର: ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିବ ଓଡ଼ିଶା। ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଓଡ଼ିଶା ଏବେ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ରେ ଭାଗ ନେବ। ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍) ଫ୍ରାଞ୍ଚାଇଜି ଦିଲ୍ଲୀ ଡାଇନାମୋସ୍ ଏଫସିକୁ ଏବେ ଓଡ଼ିଶା କିଣି ନେଇଛି। ଫଳରେ ଆଜିଠାରୁ (ଶନିବାର) ଏହା ଦିଲ୍ଲୀ…

ରାସ୍ତାରେ ବସିଲେ ଗ୍ରାମବାସୀ ଓ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଦରିବାହାଲ ଠାରେ ଶନିବାର ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ମିସି ରାସ୍ତାରୋକ କରିଛନ୍ତି। ଗ୍ରାମକୁ ଥିବା ବିଜୁ ଏକ୍ସପ୍ରେସ ରୋଡ୍ ମରଣାଯନ୍ତା ପାଲଟିଥିବା ଅଭିଯୋଗରେ ଏହି ରାସ୍ତାରୋକ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ରାସ୍ତା ଦେଇ…

ସ୍ୱାୟତ୍ତ ଶାସନ ଦିବସରେ ନବବଧୂ ପରୀ ସଜେଇ…

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌରସଂସ୍ଥା ଏବଂ ଏନ୍ଏସିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିନିମନ୍ତେ ରାଜଧାନୀ ନବବଧୂ ପରି ସଜେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଝଲସି ଉଠୁଛି। ଏହି ଅବସରରେ ଭୁବନେଶ୍ୱର ମହାନଗର…

ଆଜି ଏଲ୍‌ଓସି ଅଞ୍ଚଳକୁ ଯାଇପାରନ୍ତି ରାୱତ

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ। ଆଜି କଶ୍ମୀରରେ ରାଓ୍ବତଙ୍କ ଦ୍ବିତୀୟ ଦିନ। ଆଜି ବି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।…