Odisha Link
Bridging the Missing Links in Odisha

ସୋସିଆଲ ମିଡ଼ିଆ ଆଧାର ଲିଙ୍କ ହେବ କି?

ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ଆଧାର ଲିଙ୍କ କରିବାକୁ ଆବେଦନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ଆସନ୍ତା ସପ୍ଟେମ୍ବର ୨୪ ମଧ୍ୟରେ ଏନେଇ ଜବାବ ଦେବାକୁ ସୁପ୍ରିମକୋର୍ଟ ନର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ଅପବ୍ୟବହାରକୁ ରୋକିବା ନେଇ ଆଇନ ସମ୍ପର୍କରେ କୋଟି ନୋଟିସ କରିଛନ୍ତି। ଅପବ୍ୟବହାର ନେଇ କିଛି ଆଇନ କରାଯିବ କି ବୋଲି କୋର୍ଟ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଯେ, ସୋସିଆଲ ମିଡିଆର ଅପବ୍ୟବହାର ହେଉଥିବା ନେଇ ଆବେଦନ ଥିଲା। ଏନେଇ ସୋସିଆଲ ମିଡିଆ ସହ ଆଧାର ଲିଙ୍କ କରାଯିବାକୁ ଆବେଦନ ହୋଇଥିଲା।

Comments are closed.