Odisha Link
Bridging the Missing Links in Odisha
Daily Archives

September 13, 2019

ଯୁବକଙ୍କୁ ପୁଲିସର ନିସ୍ତୁକ ମାଡ଼,…

ଲକ୍ଷ୍ନୌ: ଯଦି ରକ୍ଷକ ସାଜିବ ଭକ୍ଷକ ତେବେ କହିବା କହାକୁ। ଉତ୍ତର ପ୍ରଦେଶର ଲକ୍ଷ୍ମୌରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶରେ ପୁଲିସ୍‌ କେମିତି ଗୁଣ୍ଡାଗର୍ଦ୍ଦି କରେ, ତା’ର ଭିଡିଓ ସାମ୍ନାକୁ ଆସିଛି। ପୁଲିସର ଗୁଣ୍ଡାଗର୍ଦ୍ଦି ଏବେ ଚର୍ଚ୍ଚାର ବିଷୟ। ରାଜ୍ୟର ସିଦ୍ଧାର୍ଥ ନଗର ଜିଲ୍ଲାରେ…

ବିଧାୟକଙ୍କୁ ପାଠ ପଢ଼ାଇଲେ ନବୀନ, କହିଲେ…

ଭୁବନେଶ୍ୱର: ବିଧାୟକ ପଢ଼ିଲେ ପାଠ। ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ। ଆଜି ବିଧାୟକଙ୍କୁ ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କୁ ଶାଳୀନତାର ପାଠ ପଢାଇଛନ୍ତି ନବୀନ। ଶାଳୀନତା ଓ ସରଳ ଜୀବନଯାପନ କରିବାକୁ ନବୀନ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି। ଖାଲି ସେତିକି…

ଆତଙ୍କୀ ଓ ପାକିସ୍ତାନ ସମ୍ପର୍କକୁ ନେଇ ସତ…

ଇସ୍‌ଲାମାବାଦ: ସବୁଆଡ଼ୁ ନିରାଶ ହେବା ପରେ ସତ ମାନିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍। ପାକିସ୍ତାନ ସହ ଆତଙ୍କବାଦୀଙ୍କ ସମ୍ପର୍କକୁ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ୱୀକାର କରିଛନ୍ତି। ଏଥିସହ ପରୋକ୍ଷରେ ଆମେରିକାକୁ ଦାୟୀ କରିଛନ୍ତି ଇମ୍ରାନ। ଆମେରିକା କେନ୍ଦ୍ରୀୟ ଗୁଇନ୍ଦା…

ଓଡ଼ିଶା ଅସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଓ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

ବିଧାୟକଙ୍କୁ ଟ୍ରେନିଂ ଦେଉଛନ୍ତି…

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବିଧାୟକ/ବୀଧାୟିକାଙ୍କ ଟ୍ରେନିଂ ଆରମ୍ଭ ହୋଇଛି। ବିଧାନସଭା କମିଟି ବ୍ୟବସ୍ଥା ଓ ବୈଧାନିକ ଉପରେ ବିଧାୟକ/ବୀଧାୟିକାଙ୍କ ଟ୍ରେନି ଦିଆଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବାଚସ୍ପତି ଓ ବିରୋଧୀ ଦଳ ନେତା ଉପସ୍ଥିତ ଅଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ…

ପ୍ରେମିକାଙ୍କ ଘରକୁ ଲୁଚି ଲୁଚି ଯାଇ…

ସୋର: ରାତି ଅନ୍ଧାରରେ ପ୍ରେମିକା ଘରକୁ ଲୁଚି ଲୁଚି ଆସିବା ବେଳେ ଧରା ପଡି ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ପ୍ରେମିକ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ମଣିପୁର ଗ୍ରାମପଞ୍ଚାୟତ ଗୁଲୁଣିଆ ଗାଁରେ। ଏହି ଗାଁର ସୁରେନ୍ଦ୍ର ବେହେରାଙ୍କ ଝିଅକୁ ବାବୁପାଟଣା ଗାଁର ଯୁଧିଷ୍ଠିର ବେହେରାଙ୍କ ପୁଅ…

ଛାତ୍ର ମୃତ୍ୟୁରୁ ଉତ୍ତେଜନା

ରାଉରକେଲା: ରାଉରକେଲା ସେକ୍ଟର -୬ ସ୍ଥିତ ଏକ ବିଦ୍ୟାଳୟରେ ଟିକା ନେବା ପରେ ଅସୁସ୍ଥ ହୋଇଥିବା ଛାତ୍ରଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ସୃଷ୍ଟି ହେବା ସହ ବିଦ୍ୟାଳୟ ଘେରାଉ କରାଯାଇଛି। ସ୍କୁଲରେ ଟିକା ନେବା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ଅଭିଭାବକଙ୍କ ସହ…

କୁନି ଝିଅର ଚିକିତ୍ସା ପାଇଁ ସହାୟତାର ହାତ…

ଭୁବନେଶ୍ୱର: ଅଜଣା ରୋଗରେ ଶୀକାର ହୋଇଥିବା ଜଣେ କୁନି ଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଛୋଟ ଝିଅଟି ରାଜଧାନୀ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ ରୁହନ୍ତି। ତାଙ୍କ ନାଁ ତୁଳସୀ। ବର୍ଷେ ହେବ ସେ ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛନ୍ତି।…

ମୋବାଇଲ୍‌ ପାଇଁ ଅଧ୍ୟାପକଙ୍କୁ ହତ୍ୟା କଲା…

ସମ୍ବଲପୁର: ମୋବାଇଲ ଫୋନ୍ ପାଇଁ କିଏ କାହାର ଜୀବନ ନେଇପାରେ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ବଲପୁର ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ଜଣେ ଯୁବକ ଅଧ୍ୟାପକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର…

ଟ୍ରେନ୍ ଲାଇନ୍‌ରେ ଚଢ଼ିଗଲା ଟ୍ରଲର

ମୁନିଗୁଡା: ବ୍ରେକ୍‌ଫେଲ୍ ଯୋଗୁଁ ଟ୍ରେନ୍ ଲାଇନକୁ ଗାଡିକୁ ନେଇଗଲା ଡ୍ରାଇଭର। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଗଲା ଅନେକ ଜୀବନ। ମୁନିଗୁଡା ରେଳ ଫାଟକ ନିକଟରେ ଦୁର୍ଘଟଣା ହୋଇଛି। ମୁନିଗୁଡା-ରାୟଗଡା ଅପ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଘଟଣାସ୍ଥଳରେ ପହଞ୍ଚି ଗାଡି…