Odisha Link
Bridging the Missing Links in Odisha
Daily Archives

September 13, 2019

ପରଦାରେ ‘ଡ୍ରିମ୍ ଗର୍ଲ’

ଭୁବନେଶ୍ବର: ଆଜି ରିଲିଜ ହୋଇଯାଇଛି ବହୁ ଚର୍ଚ୍ଚିତ ସିନେମା 'ଡ୍ରିମ୍ ଗର୍ଲ' ।ରାଜ୍ ଶାଣ୍ଡିଲ୍ୟ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ଏକତା କପୁରଙ୍କ ବ୍ୟାନର୍ ବାଲାଜୀ ମୋଶନ ପିକଚର୍ସ ଏହାର ପ୍ରଯୋଜନା କରିଛିନ୍ତି ।ଏହି ସିନେମାରେ ଆୟୁଷ୍ମାନ ଖୁରାନାଙ୍କୁ ଅଲଗା ଭୂମିକାରେ ଅଭିନୟ କରିଛନ୍ତି । ସେ…

ଇତୀଶଙ୍କ ପିଲାଳିଆମି ଯାଇନି: ନିରଞ୍ଜନ

ଭୁବନେଶ୍ୱର: ଗତକାଲି ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ ଦେଇଥିବା ମନ୍ତବ୍ୟର ପାଲଟା ଜବାବ ଦେଇଛନ୍ତି ନିରଞ୍ଜନ। ସେ କହିଛନ୍ତିକି ଇତୀଶ ଅସନ୍ତୋଷ ହୋଇ ମୋ ବିରୋଧରେ କହିଛନ୍ତି। କେବଳ ଆମ ରାଜ୍ୟରେ ନୁହେଁ, ଅନ୍ୟ ସବୁଠି ବି ଭଲ ରେଜଲ୍ଟ ହୋଇନାହିଁ। ପିଲାଳିଆ କଥା, ଫ୍ରଷ୍ଟେସନ୍ ହୋଇ ଏମିତି କହିଛନ୍ତି…

ପୁରୀ ଗଲେ ୫ ଆଇଏଏସ୍

ପୁରୀ: ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । ଏହି ସବୁ କାର୍ଯ୍ୟକ୍ରମକୁ…

ଚର୍ଚ୍ଚାରେ ‘ମେଡ୍ ଇନ୍…

ଭୁବନେଶ୍ବର : 'ମେଡ୍ ଇନ୍ ଚାଇନା' ସିନେମାଟି ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ମିଖିଲ୍ ମୁସାଲେ ଏହି ସିନେମାଟିକୁ ନିର୍ଦେଶନା ଦେଇଛନ୍ତି ।ଏହି ସିନେମାରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ, ମୌନି ରାୟ ଓ ବୋମନ୍ ଇରାନି ଅଭିନୟ କରୁଛନ୍ତି। ଏହି ସିନେମାଟି ଚିନ ଓ ଅହମ୍ମଦାବାଦରେ ସୁଟିଂ…

ବିରୁଷ୍କାଙ୍କ ଚୁମା ଭିଡିଓ ଭାଇରାଲ,…

ନୂଆଦିଲ୍ଲୀ: ସୋଶିଆଲ ମଡିଆରେ ଭାଇରାଲ ହେଲା ବିରାଟ ଅନୁଷ୍କାଙ୍କ ଚୁମା ଭିଡିଓ। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗତକାଲି। ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ରେ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ଫିରୋଜ…

ମାଲକାନଗିରିରେ ପ୍ଲାଷ୍ଟିକ୍ ଅଣ୍ଡା!

ମାଲକାନଗିରି: ମାଲକାନଗିରି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ଅଣ୍ଡାଟି ଚେପଟା ହୋଇଯାଉଥିବାବେଳେ ଆସ୍ତରଣ ଦେଖାଯାଉଛି। ଅଣ୍ଡାର କେଶର ହାତରେ ଧରିଲେ ଝୁଲି ରହୁଥିବା ଦେଖାଯାଉଛି। ହାଇଟେକ କଲୋନୀର ଜଣେ ବ୍ୟକ୍ତି ଉକ୍ତ ଅଣ୍ଡା କିଣିଥିଲେ। ତେବେ ଉକ୍ତ ଅଣ୍ଡା ସମ୍ପର୍କରେ…

କାନ୍ଥ ଭୁଷୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ,…

ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ମାଲିପଡ଼ାରେ କାନ୍ଥ ଭୁଷୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ବୋଲି ବି ଜଣାଯାଇଛି। ଆହତଙ୍କ ଅଵସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଵୁର୍ଲା ଡାକ୍ତରଖାନାରେ ଭର୍ତ୍ତି…

ମୋଦି କରିଥିବା ଧ୍ୟାନ ଗୁମ୍ପା…

କେଦାରନାଥ: ଚର୍ଚ୍ଚାରେ କେଦାରନାଥ ଗୁମ୍ପା। ପ୍ରଧାନମନ୍ତ୍ରୀ ଧ୍ୟାନ କରିଥିବା ଗୁମ୍ପା ଏବେ ଚର୍ଚ୍ଚାର ବିଷୟ। ମୋଦିଙ୍କ ଧ୍ୟାନ ଗୁମ୍ଫାରେ ପୁରା ରାତି ସାଧନା ପରେ ଏବେ ଏହି ଗୁମ୍ଫାର ଚାହିଦା ବଢିଯାଇଛି। ଦେଶ-ବିଦେଶରେ ମୋଦୀଙ୍କ ଧ୍ୟାନ ଏତେ ଚର୍ଚ୍ଚା ସୃଷ୍ଟି କରିଛି ଯେ ପର୍ଯ୍ୟଟକ ବି ଏହି ଗୁମ୍ଫାକୁ…

୨୫ ଲକ୍ଷ ଟଙ୍କା ଜିତିଲେ ରାକେଶ ଶର୍ମା

ଭୁବନେଶ୍ବର: କୌନବନେଗା କରୋଡ ପତି'ର ୧୧ତମ ସଂସ୍କରଣରେ ରାକେଶ ଶର୍ମା ୨୫ ଲକ୍ଷ ଟଙ୍କା ଜିତିଛନ୍ତି । ସେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସହିତ କାମ କରିଥିଲେ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ । ସେ ୨୦୦୨ରୁ ୨୦୦୭ବର୍ଷ ପର୍ଯ୍ୟନ୍ତ 'ଅଫିସର ଅନ…

ସୋସିଆଲ ମିଡ଼ିଆ ଆଧାର ଲିଙ୍କ ହେବ କି?

ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ଆଧାର ଲିଙ୍କ କରିବାକୁ ଆବେଦନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି। ଆସନ୍ତା ସପ୍ଟେମ୍ବର ୨୪ ମଧ୍ୟରେ ଏନେଇ ଜବାବ ଦେବାକୁ ସୁପ୍ରିମକୋର୍ଟ ନର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ଅପବ୍ୟବହାରକୁ ରୋକିବା ନେଇ ଆଇନ ସମ୍ପର୍କରେ କୋଟି…