Odisha Link
Bridging the Missing Links in Odisha
Daily Archives

September 13, 2019

ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ପାଳିତ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସଂସ୍କୃତ ଦିବସ ସମାରୋହର ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି କହିଲେ ଯେ ସଂସ୍କୃତ ଭାଷା ସାହିତ୍ୟର ପ୍ରଚାରପ୍ରସାର ଓ ଲୋକପ୍ରିୟତାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ସଂସ୍କୃତ ଭାଷା ପ୍ରତି…

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଗୁରୁ ଦିବସ…

ଲାଞ୍ଜିଗଡ଼: ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଲାଞ୍ଜିଗଡ଼ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲାଞ୍ଜିଗଡ଼ ବ୍ଳକର ୬ଟି ପଞ୍ଚାୟର ୩୫ ପ୍ରଧାନଶିକ୍ଷକ,ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଦ୍ରାେଣାଚାର୍ଯ୍ୟ ସମ୍ମାନୀତ କରାଯାଇଛି । ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ , ବସନ୍ତପଡା଼,ବାତେଲିମା,…

ମୁଣ୍ଡ ଉପରେ ମରଣ: ଫଟା ଛାତ ତଳେ ୧୪୦…

ନୟାଗଡ଼: ଗୋଟିଏ ପଟେ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଆପଣଉଛନ୍ତି ବହୁତ ଯୋଜନା। ଅପରପକ୍ଷେ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ବିପଦ ସଙ୍କୁଳ ଅବସ୍ଥାରେ। ଏପରି ଏକ ଘଟଣା ସାମ୍ନାକୁ ଆସିଛି। ବିପଦ ସଙ୍କୁଳ ସ୍କୁଲ ଶ୍ରେଣୀ ଗୃହ ନେଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏଥିସହିତ ସ୍କୁଲ ଆଗରେ ଦେଲେ…

ଏନ୍ଏଚ୍‌ରେ ସ୍କୁଲ ପିଲାଙ୍କ ଧାରଣା

ମାଲକାନଗିରି: ମାଲକାନଗିରିରେ ଜାତୀୟ ରାଜପଥରେସ୍କୁଲପିଲା ଧାରଣା ଦେଇ ରାସ୍ତରୋକ କରିଛନ୍ତି। ନାୟକଗୁଡ଼ା ଅପ୍‌ଗ୍ରେଡ୍‌ ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଏନ୍‌ଏଚ୍-୩୨୬ରେ ଧାରଣା ଦେଇଛନ୍ତି। ହଷ୍ଟେଲରେ ଠିକ୍‌ ଭାବେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗରେ ଛାତ୍ରଛାତ୍ରୀମାନେ ଆଜି ଧାରଣାରେ ବସିଛନ୍ତି। ଏହି…

୪୦୦ ରେଳ ଷ୍ଟେସନରେ ମିଳିବ ମାଟିପତ୍ରରେ…

ନୂଆଦିଲ୍ଲୀ: ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ବ୍ୟାପକ କରିବାରେ ଲାଗିଛି ରେଳ ମନ୍ତ୍ରଣାଳୟ। ଫଳରେ ଏଣିକି ଦେଶରେ ଥିବା ରେଳ ଷ୍ଟେସନ ଓ ଟ୍ରେନରେ ମିଳିବ ମାଟି ପାତ୍ରରେ ଚା। କେବଳ ଚା ନୁହେଁ ବରଂ ମାଟିରେ ନିର୍ମିତ ପାତ୍ରରେ ଲସି ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଳିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ରେଳ…

ମାହାଙ୍ଗାରେ ହେଟା ବାଘ ଆତଙ୍କ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା କଲ୍ୟାଣପୁର ଗାଁ ନିକଟରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି। ବାଇକ୍ ଆରୋହୀଙ୍କୁ ଘେରିଲା ବାଘ। ଖବରପାଇ ଘଟଣାସ୍ଥଳରେ ସଫା ବନ ବିଭାଗ ପହଞ୍ଚିଥିଲା। ବାଘକୁ ଘଉଡାଇବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା ବନ ବିଭାଗ। ପ୍ରଥମେ ଏକ ହେଟା ବାଘକୁ ମାହାଙ୍ଗା ହଂସଦିଆ…

ସୋପ୍ନେନ୍ଦୁ ମହାନ୍ତି ହେଲେ ଡିଜିଟାଲ ଓ…

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅର୍ଥନୈତିକ ଜ୍ଞାନ କୌଶଳବିତ୍ ତଥା ବଜାର ସଂସ୍କାରକ ଏବଂ ଉନ୍ନତିମୂଳକ ଯୋଜନା ବିଶାରଦ ଶ୍ରୀ ସୋପ୍ନେନ୍ଦୁ ମହାନ୍ତିଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ନିଯୁକ୍ତିକୁ ଅନୁମୋଦନ…

୨ ବାଇକ ଆରୋହୀ ମୃତ

ରାୟଗଡ଼ା: ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଉ ଏଥିରେ ଅକାଳରେ ଝଡ଼ି ଯାଇଛି ୨ଟି ଜୀବନ। କାର ଚାପି ଦେବାରୁ ଘଟଣା ସ୍ଥଳରେ ୨ ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି। ଏନଏଚ-୩୨୬ କୁଟୁଳି ପାଖରେ ଏକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୨ ବାଇକ ଆରୋହୀଙ୍କ ଶୋଚନୀୟ ମୃତୁ୍ୟ…

ଟାଇମ୍‌ସ ଓ୍ବାର୍ଲ୍ଡ ର‍୍ୟାଙ୍କିଙ୍ଗରେ…

ଭୁବନେଶ୍ବର: ଟାଇମ୍‌ସ ଏଜୁକେସନ୍‌ ଓ୍ବାଲର୍ଡ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ ୨୦୨୦ରେ ୧୦୦୧ ପ୍ଲସ ବର୍ଗରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ ସ୍ଥାନ ପାଇଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଜଡ଼ିତ ଥିବା ୫ଟି ଦିଗକୁ ନେଇ ଏହି ର‍୍ୟାଙ୍କିଙ୍ଗ କରାଯାଇଥିଲା। ଶିକ୍ଷାଦାନ,…

ପୁଣିଥରେ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ…

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀକୁ ଫେରିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା। ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ପାଇଁ ଦିଲ୍ଲୀ ସରକାରଙ୍କ ବହୁପ୍ରତିକ୍ଷୀତ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ପୁଣିଥରେ ଲାଗୁ ହେବ। ଚଳିତ ବର୍ଷ ନଭେମ୍ବର ୪ରୁ ୧୫ ତାରିଖ ଯାଏ ସମଗ୍ର ଦିଲ୍ଲୀରେ ଏହି ନିୟମ ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ…