Odisha Link
Bridging the Missing Links in Odisha

ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲେଶ୍ୱର: ବଲେଶ୍ୱର ଜିଲ୍ଲା ପଞ୍ଚନିବାଗ ପ୍ରାଇମେରୀ ସ୍କୁଲରେ ଥିବା ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକ ଘର ସମେତ ୪ଟି ଜାଗାରେ ଚଢାଉ କରାଯାଇଛି। ତାଙ୍କ ନାମରେ ଥିବା ୪ ମହଲା କୋଠାଘର, ବିକାଶ ନଗରରେଥିବା ତାଙ୍କ ପୁତୁରାଙ୍କ ଘର, ନିଜ ଶାଶୁ ଘର ଏବଂ ଗୁଡିପାହିରେ ଥିବା ସ୍ୱାମୀଙ୍କ ଚିଙ୍ଗୁଡି ଫାର୍ମରେ ଏକା ସାଙ୍ଗରେ ଭିଜଲାନ୍ସ ଚଢାଉ କରିଛି।

Comments are closed.