Odisha Link
Bridging the Missing Links in Odisha

ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାଶକୁ ଧରିଲା ବରଗଡ଼ ପୁଲିସ

ବରଗଡ଼: ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ଦାଶ ବରଗଡ଼ ପୁଲିସ ହାତରେ ଧରା ପଡ଼ିଛି। ବରଗଡ଼ ଜିଲ୍ଲା ଅମ୍ବାବନା ବ୍ଲକର ସମରଧାରା ନିକଟରୁ ଗୁରୁବାର ସକାଳୁ ପୁଲିସ ଅମିତକୁ ଧରିଛି। ତେବେ ସେ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯିବାକୁ ଚେଷ୍ଟା କରୁଥିଲା। କିନ୍ତୁ ପୁଲିସ ଗୁଳି ନ ଚଳାଇ ଚତୁରତାର ସହ ତାକୁ ଧରିବାକୁ ସକ୍ଷମ ​ହୋଇଛି। ଅମିତ ଦାଶ ନାମରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଏକାଧିକ ମାମଲା ରହିଛି।

Comments are closed.