Odisha Link
Bridging the Missing Links in Odisha

ଅସୁସ୍ଥ ହାତୀ ଠାବ

ବାରଙ୍ଗ: ଡମପଡ଼ା ଅଭୟାରଣ୍ୟ ଅଞ୍ଚଳର ବାଆଁରା ଗ୍ରାମ ପାଖ ଗୋପାଳଜୀ ୟୁନିଭର୍ସିଟି ପଛପଟେ ଗୋଟାଏ ହାତୀ ଠାବ କରାଯାଇଛି। ଅସୁସ୍ଥ ହାତୀଟିର ବୟସ ୧୨ ବର୍ଷ ବୋଲି କୁହାଯାଉଛି।
ଘଟଣାସ୍ଥଳରେ ଡମପଡ଼ା ବନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି।ନନ୍ଦନକାନନରେ ହାତୀଙ୍କୁ ସଂକ୍ରମିତ କରିଥିବା ହାର୍‌ପିଜ୍‌ ଭାଇରସ୍‌ ଡମପଡ଼ା ଅଭୟାରଣ୍ୟକୁ ବ୍ୟାପିଥିବା ଆଶଙ୍କା କରାଯାଉଛି।

Comments are closed.