Odisha Link
Bridging the Missing Links in Odisha

ସମୀର ମହାନ୍ତି କିଏ?

ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ପିଆଜ ଦର। ଏନେଇ ରାଜ୍ୟରେ ଦେଖାଯାଇଛି ରାଜନୀତିକ ଉସ୍ମତା। ସକାଳେ ବିଜେପି ରାଜ୍ୟସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ଆଳୁ ମିଶନ ଫେଲ, ପିଆଜ ମିଶନ ଫେଲ କିନ୍ତୁ ନବୀନ ବାବୁ ପାସ୍‌ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଥିଲେ। ଏହାର ପାଲଟ ଜବାବ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ ଗଣମାଧ୍ୟମରେ କହିଛନ୍ତି କି ହୁ ଇଜ୍‌ ଦିଶ୍‌ ଏଣ୍ହ ଓ୍ବାଟ ଇଜ୍‌ ଦିଶ ହିଜ ରେଜିଷ୍ଟ୍ରେଶନ ନମ୍ବର ବୋଲି ରଣେନ୍ଦ୍ର କହିଛନ୍ତି।

Comments are closed.