Odisha Link
Bridging the Missing Links in Odisha
Browsing Tag

Samir Mohanty

ସବୁବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଗତକାଲି 'ଆମ ଓଡ଼ିଶା ନବୀନ ଓଡ଼ିଶା' ଯୋଜନା ଘୋଷଣା କରିଥିଲେ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଅନ୍ୟପଟେ ପାଲଟା ଜବାବ ରଖିଛି ବିଜୁ ଜନତା ଦଳ। ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେପି…

ପଦ୍ମପୁର ଉପନିର୍ବାଚନ : ବିଜେଡି-ବିଜେପି…

ଓଏଲ୍ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ ଆରମ୍ଭ କରିଛନ୍ତି ପ୍ରଚାର। ଦଳୀୟ ପାର୍ଥି ମାନେ ଗାଁକୁ ଗାଁ ବୁଲି ଦମଦାର ପ୍ରଚାର କରୁଥିବା ବେଳେ ବିଜେଡି ଓ ବିଜେପି ଘୋଷଣା କରିଛନ୍ତି ଷ୍ଟାର ପ୍ରଚାରକ ତାଲିକା। ବିଜେଡିର ନିର୍ବାଚନୀ ପ୍ରଚାର ମଙ୍ଗ ଖୋଦ…

ଶ୍ରୀମନ୍ଦିରର ବିକାଶ ପାଇଁ ନିଧି ସମର୍ପଣ…

ପୁରୀ: ଶ୍ରୀମନ୍ଦିରର ବିକାଶ କରିବା ପାଇଁ ପରିକ୍ରମା ଓ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହି ମହତ୍ କାର୍ଯ୍ୟରେ ଶ୍ରମଦାନ କିମ୍ବା ଅର୍ଥଦାନ ମାଧ୍ୟମରେ ବିଶ୍ୱର ସମଗ୍ର ହିନ୍ଦୁ ସମାଜ ତଥା ରାଜ୍ୟର ୪.୫ କୋଟି ଓଡିଆଙ୍କୁ ସାମିଲ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସଂହ ଦେବଙ୍କୁ…

ବନଜାତ ଦ୍ରବ୍ୟ ଆନ୍ତର୍ଜାତୀୟ ସ୍ତରରେ…

ଭୁବନେଶ୍ୱର: ସାଧାରଣ ଜନତାଙ୍କ ମୈାଳିକ ଆବଶ୍ୟକତାକୁ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ମୋଦି ସରକାର କେନ୍ଦ୍ରରୁ ବିପୁଳ ଅର୍ଥ ଦେବା ସତ୍ୱେ ବାସଗୃହ, ଶୈାଚାଳୟ, ପାନୀୟ ଜଳ ଭଳି ମୈାଳିକ ଆବଶ୍ୟକତାରୁ ବହୁ ଦୂରରେ ଅଛନ୍ତି କନ୍ଧମାଳ ଜିଲ୍ଲାବାସୀ। ପଛୁଆ ଜିଲ୍ଲା ଭାବେ ପରିଗଣିତ…

ଭାରତକୁ କରୋନା ମୁକ୍ତ କରିବା ଲାଗି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲଠାରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ମାଗଣାରେ କିପରି ଦେଶର ସମସ୍ତ ଜନତା କୋଭିଡ ଟୀକା ନେବେ ସେ ନେଇ ମଧ୍ୟ ଭାରତ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସ୍ୱଦେଶୀ କୋଭିଡ ଟୀକା ନେଇ ଡାକ୍ତର, ନର୍ସ,…

ଶ୍ୱେତପତ୍ର ପ୍ରକାଶ କରୁ ପୋଲିସ: ସମୀର

ଭୁବନେଶ୍ୱର: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ…

ଷଢ଼େଇକଳା ଓ ଖରସୁଆଁ ଘଟଣାର…

ଭୁବନେଶ୍ୱର: ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶା ପ୍ରଦେଶରେ ଏକ ଓଡ଼ିଆ ଜାତୀୟତାବାଦର ଉଗ୍ର ଭାବନା ଜାଗ୍ରତ ହୋଇଥିଲା। ଯାହାର ଫଳସ୍ୱରୂପ ଭାଷା ଭିତ୍ତିକ ରାଜ୍ୟ ଭାବରେ ଭାରତବର୍ଷର ପ୍ରଥମ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ଓ ଏଥିପାଇଁ ପାରଳା ମହାରାଜ ନିଜ ଜୀବନ,…

ଆଜିର ଯୁବପିଢ଼ି ସ୍ୱାଧୀନତା ସଂଗ୍ରାମୀଙ୍କ…

ଭୁବନେଶ୍ୱର: ଆଜି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ରସୁଲଗଡସ୍ଥିତ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେହିପରି…

୧୦ ଦିନ ସମୟ ନେଲେ ଡିଜିପି: ସମୀର

ଭୁବନେଶ୍ବର: ଡିଜିପିଙ୍କ ସହ ଆଲୋଚନା ଶେଷ କରି ବାହାରିଲେ ବିଜେପି ନେତା। ଆଲୋଚନା ଶେଷରେ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଏନେଇ ସମୀର ମହାନ୍ତି ମହାନ୍ତି କହିଛନ୍ତି ଯେ, ମାହାଙ୍ଗା ମର୍ଡର କେସ ଜଣେ ଡିଆଇଜିଙ୍କୁ ଦିଆଯିବ ଦତନ୍ତ ଦାୟିତ୍ୱ। ଏହାସହ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ…

କେନ୍ଦ୍ରସରକାରଙ୍କ ଯୋଜନାକୁ ଲୋକଙ୍କ…

ଭୂବନେଶ୍ୱର: ରାଜ୍ୟ ସରକାର ପ୍ରଥମେ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ସାମିଲ ହେବା ପଇଁ ୩୮ ଲକ୍ଷ ଚାଷୀ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ବର୍ତମାନ ଏହା ହ୍ରାସ ପାଇ ୨୦ ଲକ୍ଷରେ କାହିଁକି ପହଞ୍ଚିଛି ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ୍ ରାଜ୍ୟ ସରକାର ରଖିବାକୁ ରାଜ୍ୟ…