Odisha Link
Bridging the Missing Links in Odisha

୧୯ ଲକ୍ଷରୁ ଅଧିକ ଟଙ୍କା ଜବତ

ବରଗଡ: ବିଜେପୁର ଉପନିର୍ବାଚନ ପୂର୍ବରୁ ଟଙ୍କା ଜବତ ହୋଇଛି। ବରଗଡ ପୋଲିସ ପାଟ୍ରୋଲିଂ ବେଳେ ୧୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି। ବରପାଲି ଥାନା ତିନିକାନି ଛକ ନିକଟରୁ ଜବତ କଲା ପୋଲିସ । ବିଜେପୁର ଉପନିର୍ବାଚନ ପାଇଁ ଗାଡି ଚେକିଂ ବେଳେ ଟଙ୍କା ଜବତ ହୋଇଛି।
ଛତିଶଗଡ ମହାସମୁନ୍ଦ ଥାନା ବାଗବାହାଲ ଗାଁର ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିରୁ ୧୯ ଲକ୍ଷ ୧ ହଜାର ୭ଶହ ଟଙ୍କା ଜବତ ହୋଇଛି। ପଚରାଉଚରା ପରେ ବ୍ୟବସାୟୀ ପରାଗଙ୍କୁ ଛାଡିଦେଇଛି ପୋଲିସ।

Comments are closed.