Odisha Link
Bridging the Missing Links in Odisha
Browsing Tag

Bargarh

ଆଜି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କାଲି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହୋଇଥିଲା। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କଂସଙ୍କ ଶାସନରେ ଦୁଲୁକିଲା ବରଗଡ଼। ୧୧ ଦିନ ଧିର ଚାଲିବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। ବିଶ୍ଵର ସର୍ବବୃହତ ମୁକ୍ତାକାଶ…

ଆଜିଠୁ ବରଗଡ଼ ଧନୁଯାତ୍ରା; ଦୁଲୁକିବ…

ଓଏଲ୍‌ ବ୍ୟୁରୋ: ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୬ତମ ଧନୁଯାତ୍ରା ଉଦ୍ଘାଟନ ହେବ। ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚର ଧନୁଯାତ୍ରା ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କଂସଙ୍କ ଶାସନରେ ଦୁଲୁକିବ ରଙ୍ଗମଞ୍ଚ। ୧୧ ଦିନ ଧିର ଚାଲିବ…

ବରଗଡ଼ରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ : ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼। ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରସିଦ୍ଧି ପାଇଛି ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ନାଚିଲେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ। ବରଗଡ଼ରେ ୭୫ତମ ଧନୁଯାତ୍ରାକୁ…

ଆଜିଠୁ ବରଗଡରେ ବିଶ୍ୱପ୍ରସିଦ୍ଧ…

ଓଏଲ୍‌ ବ୍ୟୁରୋ : ଆଜିଠାରୁ କମ୍ପିବ ବରଗଡ଼। ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ସନ୍ଧ୍ୟାରେ ବରଗଡ଼ରେ ୭୫ତମ ଧନୁଯାତ୍ରା ଉଦ୍ଘାଟନ ହେବ। ବରଗଡ଼ ଧନୁଯାତ୍ରାର ହୀରକ ଜୟନ୍ତୀ ଉପଲକ୍ଷେ ଧୁମଧାମରେ ପାଳନ ହେବ ଧନୁଯାତ୍ରା। ୧୧ଦିନ ଧନୁଯାତ୍ରା ହେବାକୁ ଥିବାବେଳେ ସର୍ବବୃହତ ମୁକ୍ତାକାଶ…

ଡିସେମ୍ବର ୨୭ରୁ ବରଗଡ଼ ଧନୁଯାତ୍ରା, କଂସ…

ଓଏଲ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କମ୍ପିଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ। ଆସୁରିକ ଅଟ୍ଟହାସ୍ୟ ଓ ଗମ୍ଭୀର ସଂଳାପରେ କମ୍ପୁଛି ପ୍ରେକ୍ଷାଳୟ। ଅନେକ ବ୍ୟକ୍ତି କଂସ ଭୂମିକାରେ ଅଭିନୟ ପାଇଁ ଆସିଥିଲେ ହେଲେ ଏହି ଭୂମିକା ପାଇଁ ଦାବିଦାର ଜାହିର କରିଛନ୍ତି ହୃଷୀକେଶ ଭୋଇ। ଅନ୍ତ ଘଟିଛି ସମସ୍ତ…

ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ

ବରଗଡ: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭି.ଏସ୍ ମନୋଜ କୁମାର ସ୍ବାଇଁ। ସେ ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌) ଦେବା ପାଇଁ ଜଣେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୬୦୦ ଟଙ୍କା ଲାଞ୍ଚ ମାଗୁଥିବା ବେଳେ…

ବ୍ରିଜ୍ ତଳକୁ ଖସିଲା ଅଟୋ : ୨ମୃତ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ସରନାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବରଯାତ୍ରୀ ଗାଡି ବିଜେପୁର ଯାଇ ଫେରୁଥିଲେ। ବରଯାତ୍ରୀ ନେଇ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ଼ ଭଟଲି ବ୍ଲକ କେସେଇପାଲିର ପିଇଓ ଉମେଶ ସେଠଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଉଭୟ ଗ୍ରାମପଞ୍ଚାୟତ ଅଫିସ ସହ ୪ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। କେଲେଣ୍ଡାପାଲି ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ଅଛନ୍ତି ଉମେଶ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ରାଜ୍ୟରେ ଗତ କିଛି ଦିନ ହେବ ଭିଜିଲାନ୍ସ ଜୋରସୋରରେ ରେଡ୍ କରୁଛି। ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରର ଅଧିକରୀ ଧରାପଡିଛନ୍ତି। ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି। ପରଗଡ…

ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର: ପୁଣି ଏକ ବାଘ ଛାଲ ରାକେଟର ପର୍ଦ୍ଧାଫାସ। ବରଗଡ଼ରୁ ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ବାଘ ଛାଲ ସହ ବାଘ ଦାନ୍ତ ଓ ନଖ ମଧ୍ୟ ଜବତ କରିଛି। ବାଘ ଛାଲ ଜବତ କରିବା ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଛାଲ କେଉଁଠୁ ଆସିଲା ଓ କେଉଁଠାକୁ ପଠାଯାଉଥିଲା ସେନେଇ…