Odisha Link
Bridging the Missing Links in Odisha
Browsing Tag

Bargarh

ମରିଗଲା ମାନବୀକତା, ଡାକ୍ତରଖାନା ବାରଣ୍ଡା…

ବରଗଡ଼: ବରଗଡ଼ ଜିଲ୍ଲାର ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ୨ଟି ଜାଗାରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହୋଇଛନ୍ତି ଶିଶୁ । ଆଜି ଭୋରରୁ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି, ଯେଉଁଠି ସ୍ୱାସ୍ଥ୍ୟ ସେବାର ଅସୁସ୍ଥତା ବାରି ହୋଇପଡ଼ିଛି । ସୂଚନା ଅନୁସାରେ, ବରଗଡ ତୋରା ଗାଁର…

ସରପଞ୍ଚଙ୍କୁ ଲକ୍ଷେ ଟଙ୍କା ଜରିମାନା

ବରଗଡ଼: କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ସରପଞ୍ଚଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏନେଇ ଜରିମାନା କଲେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା। କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ…

ବରଗଡ଼ ଜିଲ୍ଲାପାଳ ଅଫିସ ୩ ଦିନ ଯାଏ…

ବରଗଡ଼: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଆଜି ବରଗଡ଼ ଜିଲ୍ଲାରୁ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାପାଳଙ୍କ ଅଫିସକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…

ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ…

ଭୁବନେଶ୍ୱର : ନୀତିଯୁକ୍ତ ଶିକ୍ଷା ଉତମ ସମାଜ ଗଠନ ପାଇଁ ଜରୁରୀ ବୋଲି ରବିବାର ବରଗଡ ଜିଲ୍ଲାର ନୂଆପାଲ୍ଲି ଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକତ୍ସୋବ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ କହିଛନ୍ତି ଯେ ନବପ୍ରଭାତ ଚାରିଟେବୁଲ…

ସିଟି ହସ୍ପିଟାଲ ଦାବିରେ ବରଗଡ଼ରେ ତେଜିଲା…

ବରଗଡ଼: ବରଗଡ଼ରେ ମୁଖ୍ୟ ଡାକ୍ତରଖାନା ଆଗରେ ରାସ୍ତା ଉପରେ ଧାରଣା ଦେଲେ ହଜାର ହଜାର ସଂଖ୍ୟାରେ ବରଗଡ଼ ସହରବାସୀ। ବରଗଡରେ ସିଟି ହସପିଟାଲ ଦାବିରେ ସ୍ଥାନୀୟ ଲୋକେ ମୁଖ୍ୟ ହସପିଟାଲ ସାମ୍ନାରେ ବସି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାରଣାସ୍ଥଳରୁ ବିକ୍ଷୋଭକାରୀଙ୍କୁ ହଟାଇବାକୁ ଉଦ୍ୟମ କରିବାରୁ…

ହସ୍ପିଟାଲ ଦାବିରେ ବରଗଡ଼ ବନ୍ଦ

ବରଗଡ଼: ବରଗଡ଼ରେ ଭଟଲି ବ୍ଲକର ଟୁକୁର୍ଲାକୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ପରେ ପୁରୁଣା ଡାକ୍ତର ଖାନାକୁ ରାଜ୍ୟ ସରକାର ପିଏଚସି ଘୋଷଣା କରିସାରିଛନ୍ତି ତଥାପି ସିଟି ହସ୍ପିଟାଲ ଦାବିକୁ ନେଇ ଆନ୍ଦୋଳନ ଜୋର ଧରିଛି। ଯାହାକୁ ନେଇ ଆଜି ଜରୁରୀ କାଳୀନ ସେବାକୁ ବାଦ ଦେଇ ରାସ୍ତା ରୋକ ସହ ବରଗଡ଼ ପୌରାଞ୍ଚଳ…

ପ୍ରାୟଶ୍ଚିତ ପାଇଁ ପୁରୀରେ କଂସ ମହାରାଜ

ପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳରାମଙ୍କ ଉଦ୍ଦେଶ୍ୟରେ କରିଥିବା ନିନ୍ଦା ପାଇଁ ଅନୁତାପ କରି ପ୍ରାୟଶ୍ଚିତ ନିମନ୍ତେ ସେ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି।…

ଡ୍ରେନରୁ ଉଦ୍ଧାର ହେଲା ଶିଶୁକନ୍ୟା

ପଦ୍ମପୁର : ପୁଣି ଥରେ ଉଦ୍ଧାର ହେଲା ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ ଶିଶୁଟିର…

୧୯ ଲକ୍ଷରୁ ଅଧିକ ଟଙ୍କା ଜବତ

ବରଗଡ: ବିଜେପୁର ଉପନିର୍ବାଚନ ପୂର୍ବରୁ ଟଙ୍କା ଜବତ ହୋଇଛି। ବରଗଡ ପୋଲିସ ପାଟ୍ରୋଲିଂ ବେଳେ ୧୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି। ବରପାଲି ଥାନା ତିନିକାନି ଛକ ନିକଟରୁ ଜବତ କଲା ପୋଲିସ । ବିଜେପୁର ଉପନିର୍ବାଚନ ପାଇଁ ଗାଡି ଚେକିଂ ବେଳେ ଟଙ୍କା ଜବତ ହୋଇଛି। ଛତିଶଗଡ ମହାସମୁନ୍ଦ ଥାନା ବାଗବାହାଲ…

ବରଗଡ଼ ଏବେ ବିଷଗଡ଼

ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…