Odisha Link
Bridging the Missing Links in Odisha

ଆଜି ହାଇକୋର୍ଟର ଫୁଲ ବେଞ୍ଚ୍‌

ଭୁବନେଶ୍ବର: ଆଜି ବସିବ ହାଇକୋର୍ଟର ଫୁଲ ବେଞ୍ଚ୍‌। ମୁଖ୍ୟ ବିଚାରପତିଙ୍କ ସହିତ ତେରଜଣ ବିଚାରପତିଙ୍କୁ ନେଇ ଗଠିତ ଫୁଲ ବେଞ୍ଚ୍‌ ବସି ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରିବେ। ଖଣ୍ଡପୀଠରେ ମୁଖ୍ୟ ବିଚାରପତିଙ୍କ ସହିତ ସମସ୍ତ ବିଚାରପତି ରହିଛନ୍ତି। ଏଭଳି ଘଟଣା ନିକଟ ଅତୀତରେ କେବେ ଘଟିନଥିବା କୁହାଯାଉଛି। ଶୁଣାଣି ହେବାକୁ ଥିବା ଅଦାଲତ ଅବମାନନା ମାମଲା ହାଇକୋର୍ଟ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ପକ୍ଷରୁ ଦାୟର ହୋଇଥିବାବେଳେ ଏଥରେ ରାଜ୍ୟ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।

Comments are closed.