Odisha Link
Bridging the Missing Links in Odisha
Daily Archives

October 24, 2019

ଉତ୍କଳ ବିଶ୍ଵବିଦ୍ୟାଳୟ: କୁଳପତିଙ୍କ…

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟା ସମୟରେ କୁଳପତିଙ୍କ କାର୍ଯ୍ୟଳୟରେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ କୁଳପତିଙ୍କ କାର୍ଯ୍ୟାଳୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଜଳି ପାଉଁଶ ହୋଇଥିବା ଜଣାପଡିଛି । ନିଆଁ ଲିଭା କାର୍ଯ୍ୟରେ ୩ଟି ଅଗ୍ନିଶମ…

ଧାର୍ଯ୍ୟ ଧାନ ସଂଗ୍ରହ କରିବା ପାଇଁ…

ଭୁବନେଶ୍ୱର : ଖରିଫ୍‌ ବି ପଣନ ଋତୁ ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ୱଚ୍ଛ ଏବଂ ଅଧିକ ଫଳ ପ୍ରଦ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି,ଯେପରି ପଂଜୀକୃତ କୃଷକମାନେ ସୁବିଧାରେ ସେମାନଙ୍କର ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକି୍ରକରି ପାରିବେ । ଧାନ ସଂଗ୍ରହ…

ଜାତୀୟ ସ୍ତରରେ ଚିତ୍ରାଙ୍କନ…

ଭୁବନେଶ୍ୱର: ପ୍ରତ୍ୟେକ ଶିଶୁ ମଧ୍ୟରେ ପର୍ଯ୍ୟାପ୍ତ ପ୍ରତିଭା ରହିଛି । ଅନୁକୂଳ ପରିବେଶ ଏବଂ ସୁଯୋଗ ମିଳିଲେ ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ସମ୍ଭବ ହୋଇ ପାରିବ । ଶିଶୁମାନଙ୍କ ମଧ୍ୟରେ ଥିବା ବିବିଧ ଦକ୍ଷତା ଏବଂ ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି…

ମୁଖ୍ୟମନ୍ତ୍ରୀଙ୍କ ୫ଟି ସୂତ୍ର ଆଧାରରେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏକ ଉତ୍ତରଦାୟୀ ଓ ସ୍ୱଚ୍ଛ ଶାସନ ଦେବା ପାଇଁ ୫-ଟି ସୂତ୍ର ଆରମ୍ଭ କରିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ଅବଲଞ୍ଚନ, ବୈଷୟିକ ଜ୍ଞାନକୌଶଳର ଉପଯୋଗ, ସାମୂହିକ ଉଦ୍ୟମ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ସଂପାଦନ ଦ୍ୱାରା ପରିବର୍ତ୍ତନ…

ଆର୍ଥକ ବର୍ଷରେ ନାଲକୋ ପକ୍ଷରୁ ଚେକ୍ ଭାରତ…

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଖଣି ମନ୍ତ୍ରଳୟ ଅଧିନସ୍ଥ ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍ (ନାଲ୍‌କୋ) ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଲାଭାଂଶ ବାବଦକୁ ୫୫୭.୮୦ କୋଟି ଟଙ୍କାର ଏକ ଚେକ୍ ଆଜି ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୪୩୬.୫୪ କୋଟି ଟଙ୍କାର…

ବାଂଲାଦେଶ ବିପକ୍ଷ ଟି-୨୦ ଏବଂ ଟେଷ୍ଟ…

ମୁମ୍ବାଇ: ଦକ୍ଷିଣଆଫ୍ରିକା ପରେ ବାଂଲାଦେଶ ଟିମ୍‌ ଭାରତ ଗସ୍ତରେ ଆସୁଛି। ପଡ଼ୋଶୀ ଦେଶ ବାଂଲାଦେଶର ଭାରତ ଗସ୍ତ ନଭେମ୍ବର ୩ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଗୁରୁବାର ଭାରତୀୟ ଦଳର ଚୟନ କରାଯାଇଛି। ବିସିସିଆଇ ଚୟନକମିଟି ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଦଳ…

ବାଲ୍ୟବିବାହ ନିରୋଧ ସଂପର୍କିତ…

ଭୁବନେଶ୍ୱର: ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପ୍ରତିବନ୍ଧକ । ଯଦି ଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି କିନ୍ତୁ ଏହାକୁ ସଂ ପୂର୍ଣ୍ଣ ରୂେ ପ ପ୍ରତିହତ କରାଯାଇ ପାରିନାହିଁ । ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ଜାତୀୟ ହାରଠାରୁ କମ୍‌ ପ୍ରତିଶତ ଅଛି ।…

ଜଳ ସଂପଦ ବିଭାଗ ସାଂସ୍କୃତିକ ପରିଷଦର…

ଭୁବନେଶ୍ୱର : ଜଳ ସଂପଦ ବିଭାଗର କର୍ମଚାରୀମାନେ କୃଷକମାନଙ୍କ ପାଇଁ ଜଳସେଚନ ବ୍ୟବସ୍ଥା ଭଳି କାର୍ଯ୍ୟକୁ ଦାୟିତ୍ବବୋଧତାର ସହିତ ନିର୍ବାହ କରିବା ସହିତ ଦୀର୍ଘ ବର୍ଷ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଭାଗ ମଧ୍ୟରେ ଭାଇଚାରାର ନିଦର୍ଶନ ସୃଷ୍ଟି କରି ଅନ୍ୟ ବିଭାଗ ଓ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି…

ରାଜନୀତିର ଖେଳରେ ହାରିଲେ ଯୋଗେଶ୍ୱର ଓ…

ନୂଆଦିଲ୍ଲୀ: ରାଜନୀତିର ଖେଳରେ ପ୍ରଥମଥର ପାଇଁ ଖେଳିବାକୁ ଆସିଥିବା ରେସଲର ଯୋଗେଶ୍ୱର ଦତ୍ତ ଓ ବବିତା ଫୋଗାଟ ଚିତପଟାଙ୍ଗ ମାରିଛନ୍ତି। ଅପରପକ୍ଷେ ହକି ଷ୍ଟାର ସନ୍ଦୀପ ସିଂହ ବିଜୟୀ ହୋଇଛନ୍ତି। ହରିୟାଣା ବିଧାନସଭାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯୋଗେଶ୍ୱରଙ୍କୁ କଂଗ୍ରେସ କୃଷ୍ଣ ହୁଡ୍ଡା ପରାସ୍ତ…

ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା

ଭୁବନେଶ୍ୱର: ଆଗକୁ ଦୀପାବଳୀ ଥିବାରୁ ଯାତ୍ରୀଙ୍କ ନିରାପତ୍ତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦ୍ୱାରା ଟ୍ରେନ୍‌ କୌଣସି ଯାତ୍ରୀ ସାଙ୍ଗରେ ବାଣ ନେଇ ପାରିବେ ନାହିଁ। ଏଥିସହିତ ଦହନଶୀଳ ପଦାର୍ଥ ପରିବହନ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।…