Odisha Link
Bridging the Missing Links in Odisha
Daily Archives

October 27, 2019

ଅନାଥ ଶିଶୁଙ୍କ ସହ ଦୀପାବଳି ପାଳିଲେ…

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍କୁଲ ପିଲାମାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ…

ପାରୋଲରେ ଆସିଲେ ହରିୟାଣାର ଭାବି…

ନୂଆଦିଲ୍ଲୀ: ଆଜି ୧୪ଦିନିଆ ପାରୋଲରେ ବାହାରିଲେ ହରିୟାଣାର ଭାବି ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ବାପା ତଥା ହରିଆଣାର ପୂର୍ବତନ ମନ୍ତ୍ରୀ ଅଜୟ ଚୌଟାଲା। ଗୃହ ବିଭାଗର ଅନୁମତି କ୍ରମେ ଗତକାଲି ତିହାର ଜେଲ ପ୍ରଶାସନ ଏହି ଅନୁମତି ଦେଇଥିଲା। ପାରୋଲରେ ଆସିବା ପରେ ଅଜୟ ଚୌଟାଲା ଗଣମାଧ୍ୟମକୁ…

ଆଜି ଦୀପାବଳି: ଜାଣନ୍ତୁ କେଉଁ ସମୟରେ…

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ହୋଇଛି ଚଳଚଞ୍ଚଳ। ଭଳିକି ଭଳି ଲିଚୁମାଳ ସାଙ୍ଗକୁ ବିଭିନ୍ନ ପ୍ରକାର ଲାଇଟରେ ସଜେଇ ହୋଇଛି ଲୋକଙ୍କ ଘର। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ଅନ୍ୟପକ୍ଷରେ ବାଣ ଫୁଟାଇବା…

ଅଯୋଧ୍ୟାରେ ଜଳିଲା ୫.୫ ଲକ୍ଷ ଦୀପ, ଯୋଗୀ…

ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଦୀପାବଳିରେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ମୁହୂର୍ତ୍ତକୁ ମନେ ପକାଇ ଅଯୋଧ୍ୟାର ସରଯୂ ନଦୀ କୂଳରେ ଯୋଗୀ ସରକାର ପାଳନ କରିଛନ୍ତି ଆଲୋକର ଉତ୍ସବ ଦୀପାବଳି ବା ଦୀପୋତ୍ସବ। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ…

ହରିୟାଣା: ଆଜି ଶପଥ ନେବେ ମନହୋର ଖଟ୍ଟର

ଚଣ୍ଡିଗଡ଼: ଆଜି ସାରା ଦେଶ ଦୀପାବଳି ପାଳନ କରୁଛି। ଏହି ଅବସରରେ ହରିୟାଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ତାର ଦ୍ବିତୀୟ ଇଂନିସର ଦ୍ବୀପ ଜାଳିବ। ଅର୍ଥାତ୍‌ ମନହୋର ଲାଲ ଖଟ୍ଟର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଅପରାହ୍ନ ୨ଟା ୧୫ ମିନିଟରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ…