Odisha Link
Bridging the Missing Links in Odisha

ଶପଥ ଗ୍ରହଣ କଲେ ରୀତା ସାହୁ

ଭୁବନେଶ୍ୱର: ଆଜି ବିଧାନସଭାରେ ବିଜେପୁରର ବିଜେଡି ବିଧାୟିକା ରୀତା ସାହୁ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି।
ବିଜେଡି ଟିକେଟ୍‌ରେ ବିଜେପୁର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟ୍‌ ପାଇ ବିଜୟିନୀ ହୋଇଥିଲେ।

Comments are closed.