Odisha Link
Bridging the Missing Links in Odisha

ଆଜି ଛାଡ଼ଖାଇ: ଆମିଷ ମାର୍କେଟରେ ଭିଡ଼

ଭୁବନେଶ୍ବର: ଆଉ ଆଜି ଛାଡ ଖାଇ। ପବିତ୍ର କାର୍ତ୍ତିକ ପାଇଁ ମାଛ, ମାଂସ, ଅଣ୍ଡାକୁ ଆମିଷ ଛାଡ଼ିଥିଲେ ଲୋକେ। ମାସେ ହେଲାଣି ପାଟିରେ ଟିକିଏ ଆମିଷ ପାଣି ବାଜିନି। କିନ୍ତୁ ଏଥର ଛାଡଖାଇ ବୁଧବାର ପଡୁଥିବାରୁ ଲୋକେ ଭାରି ଖୁସ୍।
ଆଜି ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଲାଣି। ସକାଳୁ ସକାଳୁ କିଏ ମାଛ, ମାଂସ ଧରି ଘରକୁ ବୋହିଲେଣି ଲୋକେ। ତେବେ ଚାହିଦାକୁ ନଜରରରେ ରଖି ବେପାରୀ ବି ପୁର ପ୍ରସ୍ତୁତ ରହିଛନ୍ତି। ମଟନ, ମାଛ, ସବୁର ଭାଉ ବଢ଼ିଥିବାରୁ ଦାମ୍ ବି ଚଢ଼ା ହେବ।

Comments are closed.