Odisha Link
Bridging the Missing Links in Odisha
Daily Archives

November 15, 2019

ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଅରୁଣ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଅରୁଣ ସିଂ ଆଜି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସର ରାଫେଲ ବୟାନକୁ ବିରୋଧ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଆସନ୍ତାକାଲି କଂଗ୍ରେସ ବିରୋଧରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ…

୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ

ଝାରସୁଗୁଡା: ଟୋଲଗେଟ୍ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବ୍ରଜରାଜନଗର ବନ୍ଦ ଡାକରା ଦିଆଯାଇଛି। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନୂଆଁଡିହିସ୍ଥିତ ଏନଏଚ-୪୯ରେ ସ୍ଥାପିତ ହୋଇଥିବା ଟୋଲଗେଟକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବ୍ରଜରାଜନଗର ନାଗରିକ ମଞ୍ଚ। ଏହାର ପ୍ରଭାବରେ…

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ତେବେ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥ ମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଏବଂ ମୁଖ୍ୟ ସଚେତକ ମଧ୍ୟ ସାମିଲ ଅଛନ୍ତି। ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଉପସ୍ଥିତ ରହିଛନ୍ତି।

ରାଜ୍ୟରେ ଖୋଲିବ ୬ ନୂଆ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ସାମିଲ ହେବ ୬ ଗୋଟି ନୂଆ କୋର୍ଟ। ହାଇକୋର୍ଟଙ୍କ ସୁପାରିସ ଆଧାରରେ ରାଜ୍ୟ ସରକାର ଚଳିତବର୍ଷ ଠାରୁ ଏହି ସବୁ ନୂଆ କୋର୍ଟ ଖାଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଦିନ ଏହି…

ଗାନ୍ଧିଜୀଙ୍କ ସମ୍ପର୍କରେ ସରକାର ଭୁଲ…

ଭୁବନେଶ୍ଵର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ…

କଳାପଟି କାଢ଼ିଲେ ବିଜେପି ବିଧାୟକ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ। ଦୁଇ ଦିନ ପରେ ତୃତୀୟ ଦିନରେ ଆଜି ବିଧାନସଭା ସ୍ୱାଭାବିକ । ତେବେ ଗୃହ ଆରମ୍ଭରୁ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରଥିଲେ ବିଜେପି ସଦସ୍ୟ। ଏହାପରେ ଆସନରେ ବସିବା ପାଇଁ ବାଚସ୍ପତିଙ୍କ ନିବେଦନ ପରେ…

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ପୋଲିସ। ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଥିଲେ। ଏପରିକି ଦୁର୍ଗନ୍ଧ…

ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ…

କେନ୍ଦ୍ରାପଡ଼ା: ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଥିବା କେନ୍ଦ୍ରୀୟ ଟିମ୍ ଆଜି ରାଜନଗରରେ ପହଞ୍ଚିଛନ୍ତି। ସେଠାରେ ବୁଲବୁଲ କ୍ଷୟକ୍ଷତିର ଅନୁଧ୍ୟାନ କରୁଛି ଏହି ଟିମ। ୨ଟି ଦଳରେ ଭାଗ ହୋଇ ୪ ପ୍ରଭାବିତ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଟିମ ଚାନ୍ଦବାଲି ଓ ବାସୁଦେବପୁରରେ ବାତ୍ୟା…

ଆଖି ବୁଜିଲେ ୩ ନବଜାତ ଶିଶୁପୁତ୍ର

ଭଦ୍ରକ: ଭଦ୍ରକ ଷ୍ଟେଶନରେ ଟ୍ରେନ ଭିତରେ ଜନ୍ମଲାଭ କରିଥିବା ୩ ନବଜାତ ଶିଶୁପୁତ୍ର ଶେଷରେ ଆଖି ବୁଜିଛନ୍ତି। ଭଦ୍ରକ ମେଡିକାଲରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳା ବର୍ତ୍ତମାନ ସୁସ୍ଥ ଥିବାବେଳେ ଭଦ୍ରକ ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନା ଅନୁସାରେ,…

ବନ୍ଦ ଘରୁ ବାହାରୁଛି ଦୁର୍ଗନ୍ଧ: ତନାଘନା…

ସମ୍ବଲପୁର: ସମ୍ବଲପୁର ସହର ମୁଦିପଡା ପାଣିଟାଙ୍କି ପଡାର ବନ୍ଦ ଘର ଭିତରୁ ବାହାରୁଛି ଦୁର୍ଗନ୍ଧ। ଏହି ଭଡା ଘରେ ବାହାର ପଟୁ ତାଲା ଝୁଲୁଥିବା ବେଳେ ଏପରି ଉତ୍କଟ ଗନ୍ଧ ବାହାରିବା ଲୋକଙ୍କ ମନ ଭିତରେ ନାନା ସନ୍ଦେହ ସୃଷ୍ଟି କରିଛି। ଏହି ଘରେ ରହୁଥିବା ଲୋକଙ୍କୁ କିଛି ଦିନ ହେଲା ସ୍ଥାନୀୟ ଲୋକେ ଦେଖି…