Odisha Link
Bridging the Missing Links in Odisha
Daily Archives

November 17, 2019

ଅଧସ୍ତନଙ୍କୁ ସରକାରୀ ଛାଟ: ଏଣିକି…

ଭୁବନେଶ୍ବର: ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧସ୍ତନ କର୍ମଚାରୀମାନେ ନିଜ ଠାରୁ ବରିଷ୍ଠ ଅଧିକାରୀଙ୍କୁ ଭାଇ ନ ଡାକିବା ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ନଭେମ୍ବର ୧୬ ତାରିଖରେ…

ଆଜି ଅଲ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’…

ଲକ୍ଷ୍ନୌ: ଆଜି ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମ୍‌କୋର୍ଟ ରାୟକୁ ନେଇ ଏକ ବୈଠକ ଡାକିଛି ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ। ଏହି ବୈଠକରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‌ ସମ୍ପର୍କିତ ରାୟ ବାବଦରେ ଆଲୋଚନା କରାଯିବ। ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବେ…

ବିରୋଧୀ ଦଳରେ ବସିବ ଶିବସେନା

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ ସବୁବେଳେ ଲାଗି ରହିଛି ଚର୍ଚ୍ଚା। ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା ଯୁଦ୍ଧରେ ଭାରତୀୟ ଜନତା ପାର୍ଟି ସହ ବିବାଦ ପରେ ଏନଡିଏରୁ ଓହରିଯାଇଛି ଶିବସେନା। ବିଜେପି ଏବଂ ଶିବସେନା ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ଶିବସେନା ଏଣିକି ବିରୋଧୀ…

ମାନସ ମଙ୍ଗରାଜଙ୍କୁ ସାମ୍ବାଦିକଙ୍କ…

ଭୁବନେଶ୍ୱର: ଜାତୀୟ ପ୍ରେସ୍‌ ଦିବସ ଅବସରରେ ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ଖବର ମୁତାବିକ…

ଇଟାଲିରେ ସମ୍ମାନିତ ହେଲେ ଓଡ଼ିଆ ପୁଅ…

ଭୁବନେ‌ଶ୍ବର: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ସମ୍ମାନ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି ‘ଇଟାଲିୟନ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’। ଇଟାଲିର ରୋମ୍‌ରେ ଆୟୋଜିତ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ ଏପରି ସମ୍ମାନରେ ସମ୍ମାନିତ…