Odisha Link
Bridging the Missing Links in Odisha

ବିଜେପିକୁ ସମର୍ଥନ କରିବା ଅଜିତ୍‌ଙ୍କ ବ୍ୟକ୍ତିଗତ ନିଷ୍ପତ୍ତି: ଶରଦ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଆଜି। ଏଥିସହିତ ଶରଦ ପାଓ୍ବାରଙ୍କ ପୁତୁରା ତଥା ଏନସିପି ନେତା ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ସରକାର ଶପଥ ଗ୍ରହଣ କରିଛନ୍ତି। ଏନେଇ ଶରଦ ପାଓ୍ବାର ଟୁଇଟ କରିଛନ୍ତି। ସେ ଟୁଇଟରେ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ କରିବା ଅଜିତ୍‌ ପାଓ୍ବାରଙ୍କ ନିଜସ୍ବ ନିଷ୍ପତ୍ତି ବୋଲି କହିଛନ୍ତି ଶରଦ। ଏହା ଏନସିପିର ନିଷ୍ପତ୍ତି ନୁହେଁ ବୋଲି ସ୍ପଷ୍ଟ କଲେ ଶରଦ।

ଏଥିସହିତ ସେ କହିଛନ୍ତି ଯେ, ଅଜିତଙ୍କ ଏହି ନିଷ୍ପତ୍ତିକୁ ଆମେ ସମର୍ଥନ କରୁନାହୁଁ।

Comments are closed.