Odisha Link
Bridging the Missing Links in Odisha
Daily Archives

November 29, 2019

ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରୀଡ଼ା…

ଭୁବନେଶ୍ୱର : ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସମସ୍ୟା ଓ ସେମାନଙ୍କର ମୌଳିକ ଅଧିକାର ସମ୍ବନ୍ଧରେ ଅନ୍ୟମାନଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆଭିମୁଖ୍ୟ ନେଇ ପ୍ରତିବର୍ଷ ଡିସେମ୍ବର ୩ ତାରିଖ ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥାଏ । ଏହି ଦିବସ…

ହଟହଟା ହେଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ…

ଅମରାବତୀ: ହଟହଟା ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଶ୍ରୀ ନାଇଡୁଙ୍କୁ ଗତକାଲି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଯେତେବେଳେ ସେ ଅମରାବତୀରେ ଚାଲିଥିବା ନିର୍ମାଣ କାମର ତଦାରଖ କରିବା ପାଇଁ ଯାଉଥିଲେ ସେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ବସ ଉପରକୁ…

କାର୍ ଧକ୍କାରେ ମା’ ମୃତ, ଝିଅ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଜାତୀୟ ରାଜପଥର ସୁବୁଦ୍ଧିପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସୁବୁଦ୍ଧିପାଟଣା ଗାଁର ମା’ ଓ ଝିଅ ଉଭୟ ଏକ ସାଇକେଲରେ ଯାଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହୁଣ୍ଡାଇ କାର୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା ।…

କାଡା ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ…

ଭୁବନେଶ୍ୱର : ଓଡିଶା ସେଚାଂଚଳ ଉନ୍ନୟନ (କାଡା) ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ନବ ନିର୍ବାଚିତ କର୍ମକର୍ତାମାନେ ରାଜ୍ୟ ଜଳ ସଂପଦ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବ ନିର୍ବାଚିତ ସଂଘର ସଭାପତି ବିମଳ ଭୂଷଣ ମହାନ୍ତି, ସାଧାରଣ ସମ୍ପାଦକ…

ବ୍ୟାଙ୍କରେ ଫୁଟିଲା ଗୁଳି, ଗ୍ରାହକ…

ପୁରୀ: ପୁରୀ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ ସିକ୍ୟୁରିଟି ଗାର୍ଡଙ୍କ ଗୁଳିରେ ଜଣେ ଗ୍ରାହକ ଆହତ ହୋଇଥିବା ସୂଚନାମିଳିଛି। ଗ୍ରାହକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଅନୁସାରେ କୁମୁଟିସାହି ଛକ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ରାଞ୍ଚରେ…

କମିବ ମୋ ବସ୍‌ ଭଡା

ଭୁବନେଶ୍ବର: ଏହି ଶୀତଋତୁରେ ମୋ ବସ୍‌ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। କ୍ୟାପିଟାଲ ରିଜିନ୍‌ ଅରବାନ ଟ୍ରାନସପୋର୍ଟ ଆଗାମୀ ଦୁଇ ମାସ ପାଇଁ ଶୀତତାପ ନିୟନ୍ତ୍ରିର ବସଭଡାରେ ଅହେତୁକ ରିହାତି କରି ବସ୍‌ ଭଡାର ସୁବ୍ୟବସ୍ଥାକରଣ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡାକୁ ୩୮ ପ୍ରତିଶତ କମାଯାଇଛି। ସାମିକ ପାସ୍‌ର…

ମହଙ୍ଗା ହୋଇପାରେ ଫୋନ୍‌ କଲ୍ !

ନୂଆଦିଲ୍ଲୀ : ଦୂରରେ ହେଉକି ପାଖରେ କଥାବାର୍ତ୍ତା ହେବାରେ ମୋବାଇଲ୍‌ ଅନେକ ସାହାଯ୍ୟ କରିଥାଏ । ଏଣିକି ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ହୋଇଯିବ । ଚଳିତ ବର୍ଷ ଡିସେମ୍ବର ୧ରୁ ଗ୍ରାହକଙ୍କୁ ଫୋନ୍‌ କଲ୍ ସହ ଇଣ୍ଟରନେଟ୍‌ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ । ଭୋଡାଫୋନ୍‌, ଆଇଡିଆ, ଏୟାରଟେଲ୍‌…

ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଭଙ୍ଗାକୁ…

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଭଙ୍ଗାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବାସହ ସେମାନେ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ମାର୍କେଟ କମ୍ପେ୍ଲକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ…

ଯାତ୍ରା ପାର୍ଟି ଟ୍ରକ୍‌ ଦୁର୍ଘଟଣା…

ଆଠଗଡ଼ : ଆଜିକାଲି ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାତ୍ରା ସାରି ଫେରୁଥିବା ସମୟରେ ଏକ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର…

କଳଙ୍କ ଲାଗିବା ଡରରେ ବିଧାନସଭା ବନ୍ଦ:…

ଭୁବନେଶ୍ୱର: ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ତାଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ ଚିଟ ଦିଆଯିବା ଓ ନିର୍ଦ୍ଧାରିତ କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେସନ ବନ୍ଦ ରଖିବାକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହି ଦୁଇଟି…