Odisha Link
Bridging the Missing Links in Odisha
Daily Archives

November 29, 2019

କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ବିଦ୍ୟୁତିକରଣ…

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘସିପୁରା, ଆନନ୍ଦପୁର, ଚମ୍ପୁଆ, ପାଟନା ଏବଂ କେଉଁଝର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ୍ୟ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଲୋକସେବା…

ଶ୍ରୀଧର ପାତ୍ର ନାଲକୋ ଅଧ୍ୟକ୍ଷ

ଭୁବନେଶ୍ବର: ଜାତୀୟ ଇସ୍ପାତ କମ୍ପାନୀ ନାଲକୋର ନୂଆ ଅଧ୍ୟକ୍ଷ ଭାବେ ଡ. ଶ୍ରୀଧର ପାତ୍ରଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ପ୍ରତି ଶ୍ରୀ ପାତ୍ର ନାଲକୋର ନିର୍ଦ୍ଦେଶକ(ଅର୍ଥ) ଅଛନ୍ତି। ବର୍ତ୍ତମାନ ନାଲକୋର ଅଧ୍ୟକ୍ଷ ଥିବା ତପନ…

ରାଜ୍ୟର ୪୫ଟି ସୁନା ଗହଣା ଦୋକାନ ଉପରେ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନସ୍ଥ ବୈଧମାପ ବିଜ୍ଞାନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶମତେ ଚଳିତ ନଭେଞ୍ଚର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ୱରରେ ସୁନାଗହଣା ଦୋକାନ ଏବଂ ପ୍ରତିଷ୍ଠାନ…

ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ କାର୍ଯ୍ୟାଳୟ…

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକର ଖପୁରିଆସ୍ଥିତ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।…

ଭଦ୍ରକ: ଘଣ୍ଟାକରେ ବଦଳିଲା ନିଷ୍ପତ୍ତି,…

ଭୁବନେଶ୍ବର: ଏକ ଘଣ୍ଟା ମଧ୍ୟରେ ବଦଳିଗଲା ସରକାରଙ୍କ ମତ। ଆଜି ସନ୍ଧ୍ୟାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆସିଥିବା ଦୁଇଟି ପ୍ରେସ୍‌ ରିଲିଜରୁ ତାହା ସ୍ପଷ୍ଟ ହୋଇଯାଇଛି। ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଆସିଥିଲା। ଯେଉଁଥିରେ ଭଦ୍ରକରେ…

ଜଳ ସଂପଦ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସକାଳେ ଅଚାନକ ଖୋର୍ଦ୍ଧା ଗସ୍ତ କରି ଜିଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସେଠାରେ ପହଁଚି କାର୍ଯ୍ୟାଳୟର ଉପସ୍ଥାନ ଖାତା ଯାଂଚ କରି ସମସ୍ତ କର୍ମଚାରୀ…

ଭଦ୍ରକଠାରେ ସ୍ଥାପନ ହେବ ନୂତନ ମେଡିକାଲ…

ଭୁବନେଶ୍ୱର :ସରକାର ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାରେ ବ୍ୟା ପକ ସୁଧାର ଆଣିଥିବାବେଳେ ୫‘ଟି’ ଯୋଜନାରେ ଏହା ଆହୁରି କ୍ରିୟାଶୀଳ ହୋଇ ପାରିଛି । ସରକାର ବର୍ତ୍ତମାନ ସୁଦ୍ଧା ୪ଟି ନୂତନ ମେଡିକାଲ କଲେଜ୍‌ ପ୍ରତିଷ୍ଠା କରିସାରିଥିବାବେଳେ ଆଜି ଭଦ୍ରକଠାରେ ପ୍ରସ୍ତାବିତ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ପାଇଁ…

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ସିବିଆଇ। ଶାରଦା ଚିଟଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ୍‌ କମିଶନର ରାଜୀବ କୁମାରଙ୍କ ଅଗ୍ରୀମ ଜାମିନ୍‌ ଖାରଜ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲା ସିିବିଆଇ।ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ରାଜୀବ କୁମାରଙ୍କୁ ନୋଟିସ କରିଛନ୍ତି।…

K1 ଲାଇଭ୍ ପକ୍ଷରୁ ଭଜନ ପ୍ରତିଯୋଗିତା

ଭୁନେଶ୍ୱର : ଓଡିଶାର ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ K1 ଲାଇଭ୍ ପକ୍ଷରୁ ଭଜନ ପ୍ରତିଯୋଗିତା ଆୟୋଜିତ ହେବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୦ ବର୍ଷରୁ ୩୦ ବର୍ଷ ବୟସ ସୀମା ରଖାଯାଇଛି । ଏଥି ପାଇଁ K1 ଲାଇଭ୍ ପକ୍ଷରୁ ଏକ ଅନଲାଇନରେ ପଞ୍ଜିକରଣ ବ୍ୟବସ୍ଥା ରଖାଯାଇଛି । ଇଚ୍ଛୁକ ପ୍ରତିଯୋଗୀମାନେ…

ଖସିଲା ଆର୍ଥିକ ଅଭିବୃଦ୍ଧି ହାର, କେତେ…

ନୂଆଦିଲ୍ଲୀ: ମୋଦି ସରକାରଙ୍କୁ ଆଉ ଏକ ବଡ଼ ଝଟକା। କ୍ରମାଗତ ଭାବେ ଦିନକୁ ଦିନ ଦେଶର ଅଭିବୃଦ୍ଧି ହାର କମିବାରେ ଲାଗିଛି। ଦେଶର ଅଭିବୃଦ୍ଧି ଖରାପ ଚାଲିଥିବା ବେଳେ ଏବେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି…