Odisha Link
Bridging the Missing Links in Odisha

K1 ଲାଇଭ୍ ପକ୍ଷରୁ ଭଜନ ପ୍ରତିଯୋଗିତା

ଭୁନେଶ୍ୱର : ଓଡିଶାର ଖ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ K1 ଲାଇଭ୍ ପକ୍ଷରୁ ଭଜନ ପ୍ରତିଯୋଗିତା ଆୟୋଜିତ ହେବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ୧୦ ବର୍ଷରୁ ୩୦ ବର୍ଷ ବୟସ ସୀମା ରଖାଯାଇଛି । ଏଥି ପାଇଁ K1 ଲାଇଭ୍ ପକ୍ଷରୁ ଏକ ଅନଲାଇନରେ ପଞ୍ଜିକରଣ ବ୍ୟବସ୍ଥା ରଖାଯାଇଛି ।

ଇଚ୍ଛୁକ ପ୍ରତିଯୋଗୀମାନେ ପ୍ରତିଯୋଗିତା ପୂର୍ବରୁ ପଞ୍ଜିକରଣ କରିନେବା ଉଚିତ ଅଟେ । ଆସନ୍ତା ଡିସେମ୍ବର ମାସ ୨୨ ତାରିଖ ଦିନ ଶିରିଡି ସାଇ ମନ୍ଦିର, ଟଙ୍କପାଣିରୋଡ ଠାରେ ଭଜନ ପ୍ରତିଯୋଗିତା ଆୟୋଜିତ ହେବ । ସୂଚନାଯୋଗ୍ୟ ଯେ, K1 ଲାଇଭ୍ ସବୁବେଳେ ନୂତନ ପ୍ରତିଭାକୁ ଆଗକୁ ବଢିବାର ସୁଯୋଗ ଦେଇ ଆସୁଛି ।

ବିଭିନ୍ନ ପ୍ରକାର ସଙ୍ଗୀତ ଭିତିକ କାର୍ଯ୍ୟକ୍ରମ କରି ଆସୁଛି । ଏହି ସଙ୍ଗୀତ ଭିତିକ କାର୍ଯ୍ୟକ୍ରମରେ ନୂତନ ପ୍ରତିଭାକୁ ସୁଯୋଗ ଦେଉଛି ।

Comments are closed.