Odisha Link
Bridging the Missing Links in Odisha
Daily Archives

December 6, 2019

ଉନ୍ନାଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା…

ଉନ୍ନାଓ : ଉନ୍ନାଓ ଗଣଦୁଷ୍କର୍ମରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏବେ ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ…

ପାକିସ୍ତାନ ସୀମାରେ ମୃତୟନ ହେବ ଭାରତର…

ନୂଆଦିଲ୍ଲୀ : ପାକିସ୍ତାନ ସୀମାରେ ବିପଦ ଆଶଙ୍କା ଥିବାରୁ ସୀମାରେ ନିଜର ଶକ୍ତି ବୃଦ୍ଧି କରିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ନିକଟରେ ଭାରତୀୟ ସେନା ୧୯୮ଟି ସଶସ୍ତ୍ର ଲଢୁଆ ଯାନ (ଏଏଫଭି) କିଣିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସୀମାରେ ମୁତୟନ ଥିବା ଟ୍ୟାଙ୍କ ରେଜିମେଣ୍ଟର ସହାୟତା…

ବିଜେପିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ରକ୍ଷକ ଏଠି ଭକ୍ଷକ…

ଆତ୍ମରକ୍ଷା ପାଇଁ ଏନ୍‌କାଉଣ୍ଟର: ସିପି

ହାଇଦ୍ରାବାଦ: ଆଜି ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍‌ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଚାରିଆଡ଼େ ଖେଳି ଯାଇଥିଲା। ଏହାକୁ ନେଇ ପୂରା ଦେଶରେ ଆରମ୍ଭ  ହୋଇଯାଇଛି ତର୍କ ବିତର୍କ । ତେବେ ପୁଲିସ୍‌…

ଏନ୍‌କାଉଣ୍ଟର ଘଟଣା ପାଇଁ ତଦନ୍ତ…

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ପୁଲିସ୍‌ର ଏହି ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ ତରଫରୁ ଏକ…

ପସ୍କୋ ଆକ୍ଟରେ ରାଜକ୍ଷମା ଆବେଦନ ଶେଷ…

ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷାକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି ଯେ, ଶିଶୁ ଦୁଷ୍କର୍ମକାରୀଙ୍କ ଲାଗି ରାଜକ୍ଷମା ଆବେଦନର କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ । ପୋକ୍ସୋ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀମାନଙ୍କୁ ରାଜକ୍ଷମା ଆବେଦନ କରିବାକୁ…

ମୀରଟରେ ବଳାତ୍କାର ପୀଡ଼ିତାଙ୍କର…

ମୀରଟ: ଦେଶବ୍ୟାପୀ ବଳାତ୍କାରୀଙ୍କ ବିରୋଧରେ ନିନ୍ଦା ଓ ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ଆଜି ଉତ୍ତରପ୍ରଦେଶର ମୀରଟ ସହରରେ ଜଣେ ମହିଳା ଅଭିଯୁକ୍ତଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ଆତ୍ମାହୂତି ଦେବାକୁ ଉଦ୍ୟମ କରିଛନ୍ତି। ପୀଡିତା ଜଣଙ୍କ ଏସପି ଅଫିସ ସମ୍ମୁଖରେ ନିଜ ଦେହରେ ନିଆଁ…

ନିର୍ଭୟା ଦୁଷ୍ମର୍ମ ମାମଲା: ରାଜକ୍ଷମାକୁ…

ନୂଆଦିଲ୍ଲୀ: ଆଜି ସକାଳୁ ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି ପୁଲିସ୍। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ଭୟା ଘଟାଣର ଦୋଷୀମାନଙ୍କୁ ଫାଶୀ ଦଣ୍ଡ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଘୋଷଣା…

ବଳାତ୍କାର ଘଟଣା ଉପରେ କଣ କହିଲେ ସ୍ମୃତି…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ ଧର୍ମକୁ ଟାଣୁଥିବାରୁ ବିରୋଧୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, ମହିଳାଙ୍କ ସମ୍ମାନ ବିଷୟରେ ସାମ୍ପ୍ରଦାୟିକ ରଙ୍ଗ ଦେବା ଉଚିତ୍ ନୁହେଁ। ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗର ଜଣେ ସାଂସଦ ମନ୍ଦିର…

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌…

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଯୁକ୍ତ ଦୁଇର ୧୦ ଜଣ ମେଧିାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଛନ୍ତ୍ରୀ ମୁଖ୍ୟମନ୍ତ୍ରୀ। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର…